ETV Bharat / bharat

ନ୍ୟାସନାଲ ହେରାଲ୍ଡ ଅଫିସ ସିଲ କଲା ED

ନ୍ୟାସନାଲ ହେରାଲ୍ଡ ଅଫିସ ସିଲ କଲା ED । ପରବର୍ତ୍ତୀ ନିର୍ଦ୍ଦେଶ ନମିଳିବା ଯାଏ ନଖୋଲିବା ପାଇଁ ନିର୍ଦ୍ଦେଶ । ଅଧିକ ପଢନ୍ତୁ

ନ୍ୟାସନାଲ ହେରାଲ୍ଡ ଅଫିସ ସିଲ କଲା ED
ନ୍ୟାସନାଲ ହେରାଲ୍ଡ ଅଫିସ ସିଲ କଲା ED
author img

By

Published : Aug 3, 2022, 6:17 PM IST

ନୂଆଦିଲ୍ଲୀ: ବହୁଚର୍ଚ୍ଚିତ ନ୍ୟାସନାଲ ହେରାଲ୍ଡ ଘୋଟାଲାରେ ବଡ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ । ଆଜି ସଂସ୍ଥାର କାର୍ଯ୍ୟାଳୟ ‘ହେରାଲ୍ଡ ହାଉସ’କୁ ସିଲ କରିଛି ଘୋଟାଲାର ତଦନ୍ତ କରୁଥିବା ତଦନ୍ତକାରୀ ସଂସ୍ଥା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ED) । ପରବର୍ତ୍ତୀ ନିର୍ଦ୍ଦେଶ ନମିଳିବା ଯାଏ ଏହାକୁ ଖୋଲାଯାଇ ପାରିବ ନାହିଁ ବୋଲି ED କହିଛି । ଗତକାଲି କାର୍ଯ୍ୟାଳୟ ସମେତ ଏକାଧିକ ସ୍ଥାନରେ ଚଢାଉ କରିଥିଲା ସଂସ୍ଥା ।

  • Delhi | The Enforcement Directorate seals the National Herald office, instructing that the premises not be opened without prior permission from the agency. pic.twitter.com/Tp5PF5cnCD

    — ANI (@ANI) August 3, 2022 " class="align-text-top noRightClick twitterSection" data=" ">

ଏହି ବହୁ ଚର୍ଚ୍ଚିତ ମାମଲାର ତଦନ୍ତ ପ୍ରକ୍ରିୟା ବର୍ତ୍ତମାନ ଜାରି ରହିଛି । କଂଗ୍ରେସ ଅନ୍ତରୀଣ ଅଧ୍ୟକ୍ଷା ସୋନିଆ ଗାନ୍ଧୀଙ୍କୁ ଜେରା ଜାରିରଖିଛି ତଦନ୍ତକାରୀ ସଂସ୍ଥା । ସେହିପରି ପୁଅ ତଥା ସାଂସଦ ରାହୁଲ ଗାନ୍ଧୀ ମଧ୍ୟ ମାରାଥନ ଜେରାର ସାମ୍ନା କରି ସାରିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.