ETV Bharat / bharat

ଆକ୍ସନ ମୋଡରେ ED, ଝାଡଖଣ୍ଡ ଓ ବେଙ୍ଗଲର ଏକାଧିକ ସ୍ଥାନରେ ରେଡ୍‌

ଝାଡଖଣ୍ଡ ଓ ପଶ୍ଚିବଙ୍ଗର ବିଭିନ୍ନ ସ୍ଥାନରେ ଛାପା ମାରିଛି ଇଡି (Enforcement Directorate) । ଅଧିକ ପଢନ୍ତୁ

ଆକ୍ସନ ମୋଡରେ ଇଡି, ଝାଡଖଣ୍ଡ-ପଶ୍ଚିବଙ୍ଗରରେ ମାରିଲା ଛାପା

author img

By

Published : Nov 4, 2022, 11:28 AM IST

ନୂଆଦିଲ୍ଲୀ: ଆକ୍ସନ ମୋଡର ଇଡି (ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ)। ଝାଡଖଣ୍ଡ ଓ ପଶ୍ଚିବଙ୍ଗର ବିଭିନ୍ନ ସ୍ଥାନରେ ଛାପା ମାରିଛି ଇଡି (Enforcement Directorate) । ରିପୋର୍ଟ ଅନୁସାରେ ଭାରତୀୟ ସେନା ଜମି ଦୁ୍ର୍ନୀତି ସହ ଜବରଦଖଲ ମାମଲାରେ ଏହି ଚଢାଉ କରିଛି ଇଡି । ଝାଡଖଣ୍ଡର ରାଞ୍ଚି ଓ ପଶ୍ଚିମ ବଙ୍ଗରେ ଏହି ଚଢାଉ ହୋଇଛି । ପାଖାପାଖି 12ଟି ସ୍ଥାନରେ ଛାପା ମାରିଛି ଇଡି ।

ଇଡି ପକ୍ଷରୁ ମିଳିଥିବା ସୂଚନା ଅନୁସାରେ, ଅଭିଯୁକ୍ତ ଅମିତ ଅଗ୍ରୱାଲ ନାମକ ଜଣେ ବ୍ୟକ୍ତି ରାଞ୍ଚିର ବାରିଆତୁ ଅଞ୍ଚଳରେ ଜାଲ କାଗଜପତ୍ର ଦେଖାଇ ସେନା ଜମିକୁ କବଜା କରିଛନ୍ତି । ପାଖାପାଖି 50 କୋଟି ଟଙ୍କାର ସେନା ଜମିକୁ ଜବରଦଖଲ କରିଥିବା ଦସ୍ତାବିଜରୁ ଜଣାପଡିଛି । ଏ ନେଇ ଅମିତ ଅଗ୍ରୱାଲଙ୍କ ସମ୍ପକ୍ତି ଥିବା ଜଣାପଡିଥିଲା । ଫଳରେ ଅନେକ ସର୍କଲ ଅଫିସଲ ଏବଂ ରେଜିଷ୍ଟାରଙ୍କ ସମେତ ପୂର୍ବତମ ମୁନସିପାଲ କମିଶନର ଇଡି ସ୍କାନରକୁ ଆସିଛନ୍ତି । ଝାଡଖଣ୍ଡର 8ଟି ସ୍ଥାନ ଓ ପଶ୍ଚିମବଙ୍ଗରେ ଅନ୍ୟ 4ଟି ସ୍ଥାନରେ ଇଡି ଛାପା ମାରିଛି ।

ଏହା ବି ପଢନ୍ତୁ...ଆକ୍ରମଣ ପାଇଁ ପାକିସ୍ତାନ ପିଏମ ସମେତ 3 ଜଣଙ୍କୁ ଦାୟୀକଲେ ଇମ୍ରାନ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.