ETV Bharat / bharat

Earthquake in Delhi: ଦିଲ୍ଲୀରେ ଭୂକମ୍ପର ଝଟକା - ଉତ୍ତର ଭାରତରେ ଭୂକମ୍ପ ଅନୁଭୂତ

ଦିଲ୍ଲୀ ଓ ଏନସିଆର ଅଞ୍ଚଳରେ ଏହି ଭୂକମ୍ପ ଝଟକା (Earthquake in Delhi)। ରିକ୍ଟର ସ୍କେଲରେ ତୀବ୍ରତା 5.4 ମ୍ୟାଗ୍ନିଚ୍ୟୁଡ । କ୍ଷୟକ୍ଷତି ମିଳିନି ସୂଚନା । ଅଧିକ ପଢନ୍ତୁ

Earthquake in Delhi: ଦିଲ୍ଲୀରେ ଭୂକମ୍ପର ଝଟକା

author img

By

Published : Nov 12, 2022, 8:19 PM IST

Updated : Nov 12, 2022, 8:32 PM IST

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀ ଓ ଆଖପାଖ ଅଞ୍ଚଳରେ ଭୂକମ୍ପର ଝଟକା (Earthquake in Delhi)। ଆଜି ସଂଧ୍ୟାରେ ଦିଲ୍ଲୀ ଓ ଏନସିଆର ଅଞ୍ଚଳରେ ଏହି ଭୂକମ୍ପ ଅନୁଭୂତ ହୋଇଛି । ଭୂକମ୍ପର ତୀବ୍ରତା ରିକ୍ଟର ସ୍କେଲରେ 5.4 ମ୍ୟାଗ୍ନିଚ୍ୟୁଡ ରେକର୍ଡ କରାଯାଇଛି । କ୍ଷୟକ୍ଷତି ନେଇ ମଧ୍ୟ କୌଣସି ସୂଚନା ସ୍ପଷ୍ଟ ହୋଇନି ।

  • An earthquake of magnitude 5.4 occurred in Nepal, at around 7:57pm, today. The depth of the earthquake was 10 km below the ground: National Center for Seismology pic.twitter.com/jPWufGevKX

    — ANI (@ANI) November 12, 2022 " class="align-text-top noRightClick twitterSection" data=" ">

ନ୍ୟାସନାଲ ସେଣ୍ଟର ଫର ସେସମୋଲୋଜି ପକ୍ଷରୁୁ ମିଳିଥିବା ସୂଚନା ଅନୁସାରେ, ଆଜି ସଂଧ୍ୟା ପ୍ରାୟ 7ଟା 57 ରେ ଦିଲ୍ଲୀ ସମେତ ଆଖପାଖ ଅଞ୍ଚଳରେ ଏହି ଭୂକମ୍ପର ଝଟକା ଅନୁଭୂତ ହୋଇଛି । ଏହାର ତୀବ୍ରତା 5.4 ମ୍ୟାଗ୍ନିଚ୍ୟୁଡ ରେକର୍ଡ କରାଯାଇଛି । ଏହାର କେନ୍ଦ୍ରସ୍ଥଳ ନେପାଳ ବୋଲି ପ୍ରାଥମିକ ଭାବେ ଜଣାପଡିଛି । ଏହାର ଉତ୍ପତିସ୍ଥଳ ଭୂପୃଷ୍ଠରୁ ପ୍ରାୟ 10 କିଲୋମିଟର ଗଭୀରରେ ହୋଇଥିବା ମଧ୍ୟ ସଂସ୍ଥା ପକ୍ଷରୁ ସୂଚନା ମିଳିଛି । ତେବେ କ୍ଷୟକ୍ଷତି ନେଇ କୌଣସି ସୂଚନା ମିଳିନି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Nov 12, 2022, 8:32 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.