ETV Bharat / bharat

ଭୂକମ୍ପରେ ଥରିଲା ଆଣ୍ଡାମାନ-ନିକୋବର

author img

By

Published : Mar 13, 2022, 12:54 PM IST

ଆଣ୍ଡାମାନ-ନିକୋବର ଦ୍ବୀପପୁଞ୍ଜରେ ୪.୧ ତିବ୍ରତାର ଭୂକମ୍ପ ଅନୁଭୂତ ହୋଇଥିବା ସୂଚନା । ଅଧିକ ପଢନ୍ତୁ

ଭୂକମ୍ପରେ ଥରିଲା  ଆଣ୍ଡାମାନ-ନିକୋବର
ଭୂକମ୍ପରେ ଥରିଲା ଆଣ୍ଡାମାନ-ନିକୋବର

ପୋର୍ଟବ୍ଲେୟର: ଆଣ୍ଡାମାନ-ନିକୋବର ଦ୍ବୀପପୁଞ୍ଜରେ ଭୂକମ୍ପ ଝଟକା। ଦ୍ବୀପପୁଞ୍ଜର ଉତ୍ତର-ଉତ୍ତର-ପୂର୍ବର ଡିଗିଲିପୁରରେ ଏହି ଭୂକମ୍ପ ଝଟକା ଅନୁଭୂତ ହୋଇଛି । ରିକ୍ଟର ସ୍କେଲରେ ଏହାର ତିବ୍ରତା ୪.୧ ମ୍ୟାଗ୍ନିଚ୍ୟୁଟ ହୋଇଥିବା ରେକର୍ଡ କରାଯାଇଛି । ଏନେଇ ନ୍ୟାସନାଲ ସେଣ୍ଟର ଫର ସେସମୋଲୋଜି ସୂଚନା ଦେଇଛି।

ଆଜି ସକାଳ ୮ଟା ୫୮ ମିନିଟରେ ଭୂକମ୍ପ ଝଟକା ଅନୁଭୂତ ହୋଇଥିବାବେଳେ ଏହାର ଅଂକ୍ଷାଶ ୧୫.୨୦ ଓ ଦ୍ରାଘିମା ୯୩.୬୨ ରହିଛି । ଏହାର ଗଭୀରତା ୧୦ କିଲୋମିଟର ରହିଥିବା ସୂଚନା ମିଳିଛି । ଏଥିରେ କ୍ଷୟକ୍ଷତି ନେଇ କୌଣସି ସୂଚନା ହସ୍ତଗତ ହୋଇନାହିଁ ।

@ANI

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.