ETV Bharat / bharat

ମହାରାଷ୍ଟ୍ରର ପାଲଘରରେ ଭୂକମ୍ପ ଝଟକା

author img

By

Published : Jun 24, 2021, 2:15 PM IST

ମହାରାଷ୍ଟ୍ରର ପାଲଘରରେ ଭୂକମ୍ପ ଅନୁଭୂତ ହୋଇଛି । ଅଧିକ ପଢନ୍ତୁ...

ମହାରାଷ୍ଟ୍ରର ପାଲଘରରେ ଭୂକମ୍ପ ଝଟକା
ମହାରାଷ୍ଟ୍ରର ପାଲଘରରେ ଭୂକମ୍ପ ଝଟକା

ମୁମ୍ବାଇ: ମହାରାଷ୍ଟ୍ରରେ ଭୂକମ୍ପ ଝଟକା । ଆଜି 11ଟା 57 ମିନିଟରେ ମହାରାଷ୍ଟ୍ରର ପାଲଘରରେ ଏହି ଭୂକମ୍ପ ଝଟକା ଅନୁଭୂତ ହୋଇଛି । ରିକ୍ଟର ସ୍କେଲରେ ଏହାର ତୀବ୍ରତା 3.7 ରେକର୍ଡ କରାଯାଇଥିବା ନ୍ୟାସନାଲ ସେଣ୍ଟର ଫର ସେସମୋଲୋଜି ତରଫରୁ ସୂଚନା ଦିଆଯାଇଛି ।

ନାସିକର ପ୍ରାୟ 87 କିଲୋମିଟର ପଶ୍ଚିମ ଭୂତମ୍ପ ଝଟକା ଆନୁଭୂତ ହୋଇଥିଲା । ତେବେ ଏଥିରେ କୌଣସି କ୍ଷୟକ୍ଷତି ହୋଇଥିବା ନେଇ ସୂଚନା ମିଳିପାରିନାହିଁ ।

@ANI

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.