ETV Bharat / bharat

ଭୂକମ୍ପରେ ଥରିଲା କୋହ୍ଲାପୁର - ଭୂକମ୍ପରେ ଥରିଲା କୋଲ୍ଲାପୁର

ଭୂକମ୍ପରେ ଥରିଲା କୋଲ୍ଲାପୁର । ଅନୁଭୂତ ହୋଇଛି ମୃଦୁ ଭୂକମ୍ପ । ଭୂକମ୍ପର ତୀବ୍ରତା ରିକ୍ଟର ସ୍କେଲରେ 3.9 ଥିବା ରେକର୍ଡ କରାଯାଇଛି । ଅଧିକ ପଢନ୍ତୁ...

ଭୂକମ୍ପରେ ଥରିଲା କୋଲ୍ଲାପୁର
ଭୂକମ୍ପରେ ଥରିଲା କୋଲ୍ଲାପୁର
author img

By

Published : Sep 5, 2021, 6:55 AM IST

ମୁମ୍ବାଇ: ଭୂକମ୍ପରେ ଥରିଲା କୋହ୍ଲାପୁର । ଅନୁଭୂତ ହୋଇଛି ମୃଦୁ ଭୂକମ୍ପ । ଭୂକମ୍ପର ତୀବ୍ରତା ରିକ୍ଟର ସ୍କେଲରେ 3.9 ଥିବା ରେକର୍ଡ କରାଯାଇଛି । ଏନେଇ ନ୍ୟାସନାଲ ସେସ୍ମୋଲୋଜି ସେଣ୍ଟର ପକ୍ଷରୁ ସୂଚନା ମିଳିଛି । ଏମସିଏସର ସୂଚନା ଅନୁସାରେ, ମହାରାଷ୍ଟ୍ର ପଶ୍ଚିମ କୋହ୍ଲାପୁର ଶନିବାର ରାତି 11.49ଟା ସମୟରେ ପଶ୍ଚିମ କୋଲ୍ଲାପୁର ଭୂକମ୍ପ ହୋଇଥିଲା । ଯାହାର ଗଭୀରତା 19 କିଲୋମିଟର ପର୍ଯ୍ୟନ୍ତ ରହିଥିଲା । ଏନେଇ କୌଣସି କ୍ଷୟକ୍ଷତିର ସୂଚନା ମିଳିନାହିଁ ।

ସେପଟେ, ଶନିବାର ଅର୍ଥାତ ଗତକାଲି ମଧ୍ୟ ଅରୁଣାଞ୍ଚଳ ପ୍ରଦେଶରେ ଅନୁଭୂତ ହୋଇଛି ମୃଦୁ ଭୂକମ୍ପ । ସନ୍ଧ୍ୟା ପ୍ରାୟ ସାଢେ ୫ଟାବେଳେ ଅନୁଭୂତ ହୋଇଥିବା ଭୂକମ୍ପର ତୀବ୍ରତା ରିକ୍ଟର ସ୍କେଲରେ 4.4 ଥିବା ରେକର୍ଡ କରାଯାଇଛି । ଫଳରେ ଲୋକମାନେ ଘର ବାହାରକୁ ଧାଇଁବା ଆରମ୍ଭ କରିଥିବା ଦେଖିବାକୁ ମିଳିଥିଲା । ତେବେ ଏହାର ଉତ୍ପତ୍ତିସ୍ଥଳ ଏପର୍ଯ୍ୟନ୍ତ ସ୍ପଷ୍ଟ କରାଯାଇ ନ ଥିବାବେଳେ ଏହାର ତୀବ୍ରତା 4.4 ଥିବା ସ୍ପଷ୍ଟ କରାଯାଇଛି । ଏହାର କମ୍ପନ ମାତ୍ରା ସାମାନ୍ୟ ଥିବାରୁ ରାଜ୍ୟର କୌଣସି ସ୍ଥାନରେ ଅଘଟଣ ଘଟିଥିବାର ସୂଚନା ରେକର୍ଡ ହୋଇ ନ ଥିବା ସରକାରୀ ଭାବେ କୁହାଯାଇଛି ।

@ANI

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.