ETV Bharat / bharat

ଭୂକମ୍ପରେ ଥରିଲା ଆସାମ - Earthquake in assam

ଭୂକମ୍ପରେ ଥରିଲା ଆସାମ । ରିକ୍ଟର ସ୍କେଲରେ ଏହାର ତିବ୍ରତା 3.6 ରେକର୍ଡ । ଅଧିକ ପଢନ୍ତୁ...

Earthquake of magnitude 3.6 on the Richter scale occurred at 1030 hours near Tezpur, Assam: National Center for Seismology
ଭୂକମ୍ପରେ ଥରିଲା ଆସାମ
author img

By

Published : May 6, 2021, 11:44 AM IST

ଗୌହାଟୀ: ଭୂକମ୍ପରେ ଥରିଲା ଆସାମ । ରିକ୍ଟର ସ୍କେଲରେ ଏହାର ତିବ୍ରତା 3.6 ରେକର୍ଡ କରାଯାଇଛି । ଆଜି ସକାଳ (ଗୁରୁବାର) 10ଟା 30 ସମୟରେ ଆସାମର ତେଜପୁର ନିକଟରେ ଭୂମିକମ୍ପ ଅନୁଭୂତ ହୋଇଥିଲା ।

ଏନେଇ ନ୍ୟାସନାଲ ସେସମୋଲୋଜି ପକ୍ଷରୁ ସୂଚନା ଦିଆଯାଇଛି । ତେବେ, ଏହି ଭୂମିକମ୍ପରେ କେହି ମୃତାହତ ହୋଇ ନଥିବା ବେଳେ କ୍ଷୟକ୍ଷତି ନେଇ ସୂଚନା ମିଳି ନାହିଁ ।

@ANI

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.