ETV Bharat / bharat

ମଣିପୁରରେ ମୃଦୁ ଭୂକମ୍ପ, ରିକ୍ଟର ସ୍କେଲରେ ତୀବ୍ରତା ୨.୭ ରେକର୍ଡ - ରିକ୍ଟର ସ୍କେଲରେ ତୀବ୍ରତା ୨.୭ ରେକର୍ଡ

ମଣିପୁର ଚୁରାଚାନ୍ଦପୁର ଠାରେ ରବିବାର-ସୋମବାର ରାତି ୨ଟା ୬ ମିନିଟ ୫୪ ସେକେଣ୍ତରେ ଏହି ମୃଦୁ ଭୂକମ୍ପ ହୋଇଥିବା ଜଣାପଡ଼ିଛି । ତେବେ ରିକ୍ଟର ସ୍କେଲରେ ଭୂକମ୍ପର ତୀବ୍ରତା ୨.୭ ଥିଲା । ଅଧିକ ପଢନ୍ତୁ...

ମଣିପୁରରେ ମୃଦୁ ଭୂକମ୍ପ, ରିକ୍ଟର ସ୍କେଲରେ ତୀବ୍ରତା ୨.୭ ରେକର୍ଡ

author img

By

Published : Jan 18, 2021, 10:51 AM IST

ଇମ୍ଫାଲ: ମଣିପୁରରେ ଭୂକମ୍ପର ଝଟକା। ନ୍ୟାସନାଲ ସେଣ୍ଟର ଫର ସିସମୋଲୋଜୀ ପକ୍ଷରୁ ଏହି ସୂଚନା ଦିଆଯାଇଛି । ରାଜ୍ୟର ଚୁରାଚାନ୍ଦପୁର ଠାରେ ରବିବାର-ସୋମବାର ରାତି ୨ଟା ୬ ମିନିଟ ୫୪ ସେକେଣ୍ଟରେ ଏହି ମୃଦୁ ଭୂକମ୍ପ ହୋଇଥିବା ଜଣାପଡ଼ିଛି । ତେବେ ରିକ୍ଟର ସ୍କେଲରେ ଭୂକମ୍ପର ତୀବ୍ରତା ୨.୭ ଥିଲା । ତେବେ ଏହି ଭୂକମ୍ପରେ କୌଣସି କ୍ଷୟକ୍ଷତି ହୋଇ ନଥିବା ଜଣାଯାଇଛି । ତେବେ ବିଗତ ୧୨ ଘଣ୍ଟା ମଧ୍ୟରେ ଏହା ହେଉଛି ଦେଶରେ ୨ୟ ଭୂମିକମ୍ପ ।

ଏହା ପୂର୍ବରୁ ମହାରାଷ୍ଟ୍ରର ନାଶିକ ଓ ପାଳଘରରେ ଭୂକମ୍ପ ଝଟକା ଅନୁଭୂତ ହୋଇଥିଲା । ରିକ୍ଟର ସ୍କେଲରେ ଏହାର ତୀବ୍ରତା ୩.୫ ମପାଯାଇଥିଲା । ନିକଟରେ ଇଣ୍ଡୋନେସିଆରେ ହୋଇଥିବା ଭୂକମ୍ପରେ ୪୨ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ୧୫ ହଜାର ଲୋକ କ୍ଷୟକ୍ଷତିର ସମ୍ମୁଖୀନ ହୋଇଥିଲେ ।

@ANI

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.