ETV Bharat / bharat

Earthquake In Manipur: ଇମ୍ଫାଲରେ ୩.୫ ତୀବ୍ରତାର ଭୂକମ୍ପ - ମଣିପୁରର ଇମ୍ଫାଲରେ ଭୂକମ୍ପ ଝଟକା

ମଣିପୁରର ଇମ୍ଫାଲରେ ୩.୫ ତୀବ୍ରତାର ଭୂକମ୍ପ ଝଟକା ଅନୁଭୂତ ହୋଇଛି । ଗତକାଲି ବିଳମ୍ବିତ ରାତିରେ ଏହି ଭୂକମ୍ପ ହୋଇଥିବା ନ୍ୟାସନାଲ ସେଣ୍ଟର ଫର ସେସମୋଲୋଜି ତରଫରୁ ସୂଚନା ପ୍ରଦାନ କରାଯାଇଛି । ଅଧିକ ପଢନ୍ତୁ

Earthquake in Manipur : ମଣିପୁରର ଇମ୍ଫାଲରେ ୩.୫ ତୀବ୍ରତାର ଭୂକମ୍ପ ଝଟକା

author img

By

Published : Dec 26, 2021, 12:31 PM IST

ଇମ୍ଫାଲ: ମଣିପୁରରେ ଭୂକମ୍ପ ଝଟକା ( Earthquake in Manipur)। ମଣିପୁରର ଇମ୍ଫାଲରେ ୩.୫ ତୀବ୍ରତାର ଭୂକମ୍ପ ଝଟକା ଅନୁଭୂତ ହୋଇଛି । ଗତକାଲି ବିଳମ୍ବିତ ରାତିରେ ଏହି ଭୂକମ୍ପ ହୋଇଥିବା ନ୍ୟାସନାଲ ସେଣ୍ଟର ଫର ସେସମୋଲୋଜି ତରଫରୁ ସୂଚନା ପ୍ରଦାନ କରାଯାଇଛି ।

ଇମ୍ଫାଲରେ ପଶ୍ଚିମ ଉତ୍ତର ପଶ୍ଚିମ ଦିଗରେ ଏହା ଅନୁଭୂତ ହୋଇଥିବା ବେଳେ ଏହାର ଗଭୀରତା ୨୪ କିଲୋମିଟର ରହିଥିଲା । ଏହାର ଅକ୍ଷାଂଶ ୨୫.୦୭ ହୋଇଥିବାବେଳେ ଦ୍ରାଘିମା ୯୩.୪୮ ରହିଛି । ତେବେ ଭୂକମ୍ପ କ୍ଷୟକ୍ଷତି ନେଇ କୌଣସି ସୂଚନା ମିଳିନାହିଁ ।

ତେବେ ଏହାପୂର୍ବରୁ ମଣିପୁରର ମୋଇରାଙ୍ଗରେ ୩.୫ ତୀବ୍ରତାର ଭୂକମ୍ପ ଝଟକା ହୋଇଥିଲା । ଏଥିସହ ଅକ୍ଟୋବର ୧୬ରେ ମଣିପୁରର ଚୁରାଚାନ୍ଦପୁରରେ ୩.୭ ତୀବ୍ରତାର ଭୂକମ୍ପ ଝଟକା ମଧ୍ୟ ଅନୁଭୂତ ହୋଇଥିଲା ।

@ANI

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.