ଜୟପୁର: ଭୂକମ୍ପରେ ଥରିଲା ରାଜସ୍ଥାନ । ରିକ୍ଟର ସ୍କେଲରେ ଏହାର ତୀବ୍ରତା ୪.୬ ରେକର୍ଡ ହୋଇଛି । ଆଜି(ଶନିବାର) ଭୋର ୩ଟା ୫୨ ମିନିଟରେ ବିକାନେରର ପଶ୍ଚିମ ଦକ୍ଷିଣ ପଶ୍ଚିମ ଠାରୁ ୩୭୩ କିମି ଦୂରରେ ଏହି ଭୂକମ୍ପ ଅନୁଭୂତ ହୋଇଛି । ଏନେଇ ଜାତୀୟ ଭୂକମ୍ପ ବିଜ୍ଞାନ କେନ୍ଦ୍ର(National Center for Seismology) ପକ୍ଷରୁ ଏହି ସୂଚନା ଦିଆଯାଇଛି ।
-
Earthquake of Magnitude:4.6, Occurred on 16-07-2022, 03:52:18 IST, Lat: 29.02 & Long: 69.66, Depth: 70 Km, Location: 373km WNW of Bikaner, Rajasthan, India for more information download the BhooKamp App https://t.co/P5rzUTahUi @ndmaindia @Indiametdept
— National Center for Seismology (@NCS_Earthquake) July 15, 2022 " class="align-text-top noRightClick twitterSection" data="
">Earthquake of Magnitude:4.6, Occurred on 16-07-2022, 03:52:18 IST, Lat: 29.02 & Long: 69.66, Depth: 70 Km, Location: 373km WNW of Bikaner, Rajasthan, India for more information download the BhooKamp App https://t.co/P5rzUTahUi @ndmaindia @Indiametdept
— National Center for Seismology (@NCS_Earthquake) July 15, 2022Earthquake of Magnitude:4.6, Occurred on 16-07-2022, 03:52:18 IST, Lat: 29.02 & Long: 69.66, Depth: 70 Km, Location: 373km WNW of Bikaner, Rajasthan, India for more information download the BhooKamp App https://t.co/P5rzUTahUi @ndmaindia @Indiametdept
— National Center for Seismology (@NCS_Earthquake) July 15, 2022
ଭୂକମ୍ପର ଗଭୀରତା ୭୦ କିଲୋମିଟର ହୋଇଥିବାବେଳେ ଏହାର ଅକ୍ଷାଂଶ ୨୯.୦୨ ରହିଥିବାବେଳେ ଦ୍ରାଘିମା ୬୯.୬୬ ରହିଛି । ତେବେ ଏଥିରେ କୌଣସି କ୍ଷୟକ୍ଷତି ନେଇ ସୂଚନା ମିଳିନାହିଁ । ଅଧିକ ସୂଚନାକୁ ଅପେକ୍ଷା କରାଯାଇଛି । ଏହା ପୂର୍ବରୁ ଗତକାଲି(ଶୁକ୍ରବାର) ଆଫଗାନିସ୍ତାନରେ 4.1 ତୀବ୍ରତାର ଭୂକମ୍ପ ଅନୁଭୂତ ହୋଇଥିଲା ।