ETV Bharat / bharat

Earthquake In Rajasthan: ଜୟପୁରରେ ମୃଦୁ ଭୂକମ୍ପ ଝଟକା - ରାଜସ୍ଥାନରେ ଭୂକମ୍ପ ଝଟକା

ଆଜି ସକାଳ ୮ଟା ସମୟରେ ରାଜସ୍ଥାନର ଜୟପୁରରେ ଭୂକମ୍ପ ଝଟ୍‌କା ଅନୁଭୂତ ହୋଇଥିଲା । ରିକ୍ଟର ସ୍କେଲରେ ଏହାର ତୀବ୍ରତା ୩.୮ ରେକର୍ଡ କରାଯାଇଛି । ଅଧିକ ପଢନ୍ତୁ

Earthquake In Rajasthan : ରାଜସ୍ଥାନର ଜୟପୁରରେ ଭୂକମ୍ପ ଝଟକା

author img

By

Published : Feb 18, 2022, 10:27 AM IST

ଜୟପୁର: ରାଜସ୍ଥାନରେ ଭୂକମ୍ପ ଝଟକା । ଆଜି ସକାଳ ୮ଟା ସମୟରେ ରାଜସ୍ଥାନର ଜୟପୁରରେ ଭୂକମ୍ପ ଝଟ୍‌କା ଅନୁଭୂତ ହୋଇଥିଲା । ରିକ୍ଟର ସ୍କେଲରେ ଏହାର ତୀବ୍ରତା ୩.୮ ରେକର୍ଡ କରାଯାଇଛି । ଏନେଇ ନ୍ୟାସନାଲ ସେଣ୍ଟର ଫର ସେସୋମଲୋଜି ତରଫରୁ ସୂଚନା ପ୍ରଦାନ କରାଯାଇଛି ।

ଏହାର କେନ୍ଦ୍ରସ୍ଥଳ ଜୟପୁରଠାରୁ ଠାରୁ ୯୨ କିଲୋମିଟର ଉତ୍ତର-ପଶ୍ଚିମରେ ଅନୁଭୂତ ହୋଇଥିବା ବେଳେ ଏହାର ଗଭୀରତା ୫ କିଲୋମିଟର ରହିଛି । ଏହାର ଦ୍ରାଘିମା ୨୭. ୫୫ପ୍ରତିଶତ ଓ ଅକ୍ଷାଂଶ ୭୫.୧୯ ପ୍ରତିଶତ ରହିଛି । ଭୂକମ୍ପରେ କ୍ଷୟକ୍ଷତି ନେଇ କୌଣସି ସୂଚନା ମଧ୍ୟ ହସ୍ତଗତ ହୋଇନାହିଁ । ଏହା ପୂର୍ବରୁ ରାଜସ୍ଥାନର ବିକାନେରରେ ୪.୪ ତିବ୍ରତାର ଭୂକମ୍ପ ଅନୁଭୂତ ହୋଇଥିଲା ।

@ANI

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.