ETV Bharat / bharat

ବେଆଇନ ଖନନ ଉପରେ ଚଢାଉ ବେଳେ DSPଙ୍କୁ ଡମ୍ଫର ଚଢାଇ ହତ୍ୟା

author img

By

Published : Jul 19, 2022, 3:48 PM IST

ହରିୟାଣାରେ ବାଆଇନ ଖନନ ଉପରେ ଚଢାଉ ବେଳେ DSP ଙ୍କୁ ଡମ୍ଫର ଚଢାଇ ହତ୍ୟା କଲେ ବାଲି ମାଫିଆ । ସମସ୍ତ ଅଭିଯୁ୍କତ ଫେରାର । ପୋଲିସର ତଦନ୍ତ ଜାରି । ଅଧିକ ପଢନ୍ତୁ

DSP ଙ୍କୁ ଡମ୍ଫର ଚଢାଇ ହତ୍ୟା କଲେ ବାଲି ମାଫିଆ

ଚଣ୍ଡିଗଡ: ହରିୟାଣା ନୁହଁ (Nuh district) ଜିଲ୍ଲାରେ ଜଣେ ପୋଲିସ ଡିଏସପିଙ୍କୁ ଡମ୍ଫର ଚଢାଇ ହତ୍ୟା କରିଛନ୍ତି ବେଆଇନ ଖଣି ମାଫିଆ । ସ୍ଥାନୀୟ ନାବୁଡ ଡିଏସପି ସୁରେନ୍ଦ୍ର ଚନ୍ଦ୍ର ବିଷ୍ଣୋଇ ବେଇଆନ ବେଆଇନ ଖନନ ଉପରେ ଚଢାଉ କରିବା ବେଳେ ତାଙ୍କୁ ଅତି ନିର୍ମମ ଭାବେ ଡମ୍ଫର ଚଢାଇ ହତ୍ୟା କରାଯାଇଛି । ତେବେ ଘଟଣା ପରେ ଘଟଣାସ୍ଥଳରୁ ସମସ୍ତ ଅଭିଯୁକ୍ତ ଫେରାର ହୋଇଯିବାରେ ସକ୍ଷମ ହୋଇଛନ୍ତି । ଖବର ପାଇ ସ୍ଥାନୀୟ ପୋଲିସ ଫୋର୍ସ ଧରି ସେଠାରେ ପହଞ୍ଚି ସମ୍ପୂର୍ଣ୍ଣ ଅଞ୍ଚଳକୁ ଘେରାବନ୍ଦୀ କରିବା ତଦନ୍ତ ଆରମ୍ଭ କରିଛି ।

ବେଆଇନ ଖନନ ଉପରେ ଚଢାଉ ବେଳେ DSPଙ୍କୁ ଡମ୍ଫର ଚଢାଇ ହତ୍ୟା

ସୂଚନା ଅନୁସାରେ, ତାବଡୁର ଡିଏସପି ସୁରେନ୍ଦ୍ର ସିଂ ବିଷ୍ଣୋଇ ପଞ୍ଚଗାମ ଏରିଆରେ ଉତ୍ତୋଳନ ଜାରି ରହିଥିବା ବେଆଇନ ଖନନ ଉପରେ ଚଢାଉ କରିଥିଲେ । ସେଠାରେ ତାଙ୍କ ଉପରେ ଏକ ଡମ୍ଫର ଚଢାଇ ଦେଇଥିଲେ ମାଫିଆ । ଡମ୍ଫର ଡ୍ରାଇଭର ସମେତ ଅନ୍ୟ ଅଭିଯୁକ୍ତମାନେ ଘଟଣାସ୍ଥଳରୁ ଫେରାର ହୋଇଯାଇଛନ୍ତି । ପୋଲିସ ପହଞ୍ଚି ଅଧିକାରୀଙ୍କ ମୃତଦେହ ଜବତ କରିବା ସହ ତଦନ୍ତ ଆରମ୍ଭ କରିଛି । ତେବେ ଗତ କିଛି ମାସ ଧରି ଉକ୍ତ ଅଞ୍ଚଳରେ ଖଣି ମାଫିଆଙ୍କ ଦୌରାତ୍ମ୍ୟ ବଢିବାରେ ଲାଗିଛି ।

  • Haryana | Tawadu (Mewat) DSP Surendra Singh Bishnoi, who had gone to investigate an instance of illegal mining in Nuh, died after being run over by a dumper driver. Search operation is underway to apprehend the accused. Details awaited: Nuh Police pic.twitter.com/Q1xjdUPWE2

    — ANI (@ANI) July 19, 2022 " class="align-text-top noRightClick twitterSection" data="

Haryana | Tawadu (Mewat) DSP Surendra Singh Bishnoi, who had gone to investigate an instance of illegal mining in Nuh, died after being run over by a dumper driver. Search operation is underway to apprehend the accused. Details awaited: Nuh Police pic.twitter.com/Q1xjdUPWE2

— ANI (@ANI) July 19, 2022 ">

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ଚଣ୍ଡିଗଡ: ହରିୟାଣା ନୁହଁ (Nuh district) ଜିଲ୍ଲାରେ ଜଣେ ପୋଲିସ ଡିଏସପିଙ୍କୁ ଡମ୍ଫର ଚଢାଇ ହତ୍ୟା କରିଛନ୍ତି ବେଆଇନ ଖଣି ମାଫିଆ । ସ୍ଥାନୀୟ ନାବୁଡ ଡିଏସପି ସୁରେନ୍ଦ୍ର ଚନ୍ଦ୍ର ବିଷ୍ଣୋଇ ବେଇଆନ ବେଆଇନ ଖନନ ଉପରେ ଚଢାଉ କରିବା ବେଳେ ତାଙ୍କୁ ଅତି ନିର୍ମମ ଭାବେ ଡମ୍ଫର ଚଢାଇ ହତ୍ୟା କରାଯାଇଛି । ତେବେ ଘଟଣା ପରେ ଘଟଣାସ୍ଥଳରୁ ସମସ୍ତ ଅଭିଯୁକ୍ତ ଫେରାର ହୋଇଯିବାରେ ସକ୍ଷମ ହୋଇଛନ୍ତି । ଖବର ପାଇ ସ୍ଥାନୀୟ ପୋଲିସ ଫୋର୍ସ ଧରି ସେଠାରେ ପହଞ୍ଚି ସମ୍ପୂର୍ଣ୍ଣ ଅଞ୍ଚଳକୁ ଘେରାବନ୍ଦୀ କରିବା ତଦନ୍ତ ଆରମ୍ଭ କରିଛି ।

ବେଆଇନ ଖନନ ଉପରେ ଚଢାଉ ବେଳେ DSPଙ୍କୁ ଡମ୍ଫର ଚଢାଇ ହତ୍ୟା

ସୂଚନା ଅନୁସାରେ, ତାବଡୁର ଡିଏସପି ସୁରେନ୍ଦ୍ର ସିଂ ବିଷ୍ଣୋଇ ପଞ୍ଚଗାମ ଏରିଆରେ ଉତ୍ତୋଳନ ଜାରି ରହିଥିବା ବେଆଇନ ଖନନ ଉପରେ ଚଢାଉ କରିଥିଲେ । ସେଠାରେ ତାଙ୍କ ଉପରେ ଏକ ଡମ୍ଫର ଚଢାଇ ଦେଇଥିଲେ ମାଫିଆ । ଡମ୍ଫର ଡ୍ରାଇଭର ସମେତ ଅନ୍ୟ ଅଭିଯୁକ୍ତମାନେ ଘଟଣାସ୍ଥଳରୁ ଫେରାର ହୋଇଯାଇଛନ୍ତି । ପୋଲିସ ପହଞ୍ଚି ଅଧିକାରୀଙ୍କ ମୃତଦେହ ଜବତ କରିବା ସହ ତଦନ୍ତ ଆରମ୍ଭ କରିଛି । ତେବେ ଗତ କିଛି ମାସ ଧରି ଉକ୍ତ ଅଞ୍ଚଳରେ ଖଣି ମାଫିଆଙ୍କ ଦୌରାତ୍ମ୍ୟ ବଢିବାରେ ଲାଗିଛି ।

  • Haryana | Tawadu (Mewat) DSP Surendra Singh Bishnoi, who had gone to investigate an instance of illegal mining in Nuh, died after being run over by a dumper driver. Search operation is underway to apprehend the accused. Details awaited: Nuh Police pic.twitter.com/Q1xjdUPWE2

    — ANI (@ANI) July 19, 2022 " class="align-text-top noRightClick twitterSection" data=" ">

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.