ଗାନ୍ଧୀନଗର: ଗୁଜୁରାଟ ଉପକୂଳର କଚ୍ଛର ନିକଟବର୍ତ୍ତୀ ସମୁଦ୍ରରେ ୩୦୦ କୋଟି ମୂଲ୍ୟର ଡ୍ରଗ୍ସ ଜବତ ହୋଇଛି । ଏହି ଡ୍ରଗ୍ସଗୁଡିକ ପାକିସ୍ତାନ ସୀମାରୁ ଭାରତକୁ ଚାଲାଣ ହେଉଥିଲା । ଗୁଜୁରାଟ ଏଟିଏସ(Anti Terrorism Squad) ଓ ତଟରକ୍ଷକ ବଳର ମିଳିତ ଉଦ୍ୟମରେ ପାକିସ୍ତାନୀ ବୋଟ ଉପରେ ଚଢାଉ କରି ଏହି ବିପୁଳ ମାତ୍ରାର ଡ୍ରଗ୍ସ ଜବତ କରିଛି । ପାକିସ୍ତାନୀ ବୋଟ ଖସି ପଳାଇବାର ଉଦ୍ୟମ କରୁଥିବାବେଳେ ଗୁଳି ଚଳାଇବା ନେଇ ଡାକବାଜି ଯନ୍ତ୍ରରେ ହେଲିକପ୍ଟରରୁ ଚେତାବନୀ ଦେଇଥିଲା ତଟରକ୍ଷୀ ବାହିନୀ । ଶେଷରେ ସମସ୍ତ 9 ପାକିସ୍ତାନୀଙ୍କୁ ଗିରଫ କରି କୂଳକୁ ଅଣାଯାଇଛି ।
-
#WATCH | Pakistani fishing boat Al-Haj with 9 crew members being brought to Jakhau port in Gujarat by the Indian Coast Guard after apprehending it with 56 kg narcotics. The Pakistani boat was prevented from escaping from the area by firing warning shots by the ICG officials pic.twitter.com/kgA58xTElQ
— ANI (@ANI) April 25, 2022 " class="align-text-top noRightClick twitterSection" data="
">#WATCH | Pakistani fishing boat Al-Haj with 9 crew members being brought to Jakhau port in Gujarat by the Indian Coast Guard after apprehending it with 56 kg narcotics. The Pakistani boat was prevented from escaping from the area by firing warning shots by the ICG officials pic.twitter.com/kgA58xTElQ
— ANI (@ANI) April 25, 2022#WATCH | Pakistani fishing boat Al-Haj with 9 crew members being brought to Jakhau port in Gujarat by the Indian Coast Guard after apprehending it with 56 kg narcotics. The Pakistani boat was prevented from escaping from the area by firing warning shots by the ICG officials pic.twitter.com/kgA58xTElQ
— ANI (@ANI) April 25, 2022
ପାକିସ୍ତାନୀ ବୋଟରୁ ପ୍ରାୟ ୫୬ ଗିଲୋଗ୍ରାମ ହେରୋଇନ ଓ ୯ ଜଣଙ୍କୁ ଗିରଫ କରାଯାଇଛି । ଜବତ ହେରୋଇନର ମୂଲ୍ୟ ୩୦୦ କୋଟି ହେବା ନେଇ ପ୍ରାଥମିକ ଭାବେ ଅନୁମାନ କରାଯାଉଛି । ପୋଲିସ ସୂତ୍ର ଅନୁସାରେ, ଗିରଫ ହୋଇଥିବା ୯ ଜଣଙ୍କୁ ପଚରାଉଚୁରା କରାଯାଉଛି । କରାଚିରୁ ଏହି ବୋଟଟି ଆସିଥିବାବେଳେ ଏହାର ନାମ 'ଅଲହଜ' ବୋଲି ଜଣାପଡିଛି । ଗୁଜୁରାଟ ସମୂଦ୍ରକୂଳ ଦେଇ ଏଭଳି ନିଶାଦ୍ରବ୍ୟର ଚୋରା ଚାଲାଣକୁ ସୁରକ୍ଷା ଏଜେନ୍ସି ବିଫଳ କରିଛି ।
-
Pakistani fishing boat Al-Haj with 9 crew members being brought to Jakhau port in Gujarat by the Indian Coast Guard after apprehending it with 56 kg narcotics. The Pakistani boat was prevented from escaping from the area by firing warning shots by the ICG officials pic.twitter.com/5a7ReuLk2a
— ANI (@ANI) April 25, 2022 " class="align-text-top noRightClick twitterSection" data="
">Pakistani fishing boat Al-Haj with 9 crew members being brought to Jakhau port in Gujarat by the Indian Coast Guard after apprehending it with 56 kg narcotics. The Pakistani boat was prevented from escaping from the area by firing warning shots by the ICG officials pic.twitter.com/5a7ReuLk2a
— ANI (@ANI) April 25, 2022Pakistani fishing boat Al-Haj with 9 crew members being brought to Jakhau port in Gujarat by the Indian Coast Guard after apprehending it with 56 kg narcotics. The Pakistani boat was prevented from escaping from the area by firing warning shots by the ICG officials pic.twitter.com/5a7ReuLk2a
— ANI (@ANI) April 25, 2022
ମିଳିଥିବା ସୂଚନା ଅନୁସାରେ ବିଶେଷ ସୂତ୍ରରୁ ଏପରି ବୋଟ ସମ୍ପର୍କରେ ଖବର ପାଇବା ପରେ ଗୁଜୁରାଟ ଏଟିଏସ ଓ ତଟରକ୍ଷ ବଳ ମିଳିତ ଭାବରେ ଚଢାଉ କରିଥିଲା । ଏହାପରେ ରବିବାର ରାତି ସମୟରେ ଏକ ସନ୍ଦିିଗ୍ଧ ଡଙ୍ଗା ଠାବ ହେବା ପରେ ଚଢାଉ କରାଯାଇଥିଲା । ଅନ୍ତର୍ଜାତୀୟ ଜଳ ଭାଗ ସୀମା ଦେଇ ଏଭଳି ନିଶାଦ୍ରବ୍ୟ ଚାଲାଣର ଖବର ଲଗାତାର ଭାବେ ଆସୁଥିବାବେଳେ ପ୍ରଶାସନ ସଜାଗ ରହିଛି । ଫଳରେ ଏଭଳି ଏକ ବଡ ଧରଣର କାରବାରକୁ ରୋକିବାରେ ସଫଳ ହୋଇଛି ଗୁଜୁରାଟ ଏଟିଏସ ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ