ETV Bharat / bharat

ଦେଶର ୬୨୨ଟି ଜିଲ୍ଲାରେ ଗଠନ ହୋଇଛି ଡିଏମଏଫ ପାଣ୍ଠି - ଦେଶର ୬୨୨ ଟି ଜିଲ୍ଲାରେ ଗଠନ ହୋଇଛି ଡିଏମଏଫ ପାଣ୍ଠି

ଦେଶର ୨୩ଟି ରାଜ୍ୟର ୬୨୨ ଜିଲ୍ଲାରେ ଖଣିଜ ପ୍ରତିଷ୍ଠାନ ( District Mineral Foundation) ଗଠନ କରାଯାଇଛି । ଖଣି ଓ ଖଣିଜ (Development & Regulation) ଉନ୍ନୟନ ଓ ନିୟନ୍ତ୍ରଣ) ଏମଏମଡିଆର, ଆଇନ ୧୯୫୭ ସଂଶୋଧନ ହୋଇ ଡିଏମଏଫର ପ୍ରବର୍ତ୍ତନ କରାଯାଇଥିଲା ।

Etv Bharat
Etv Bharat
author img

By

Published : Nov 7, 2022, 10:58 PM IST

ନୂଆଦିଲ୍ଲୀ: ଦେଶର ୨୩ଟି ରାଜ୍ୟର ୬୨୨ ଜିଲ୍ଲାରେ ଖଣିଜ ପ୍ରତିଷ୍ଠାନ ( District Mineral Foundation) ଗଠନ କରାଯାଇଛି । ଖଣି ଓ ଖଣିଜ (Development & Regulation) ଉନ୍ନୟନ ଓ ନିୟନ୍ତ୍ରଣ) ଏମଏମଡିଆର, ଆଇନ ୧୯୫୭ ସଂଶୋଧନ ହୋଇ ଡିଏମଏଫର ପ୍ରବର୍ତ୍ତନ କରାଯାଇଥିଲା ।

ସଂଶୋଧିତ ଆଇନରେ ଧାରା ୯ବି’ର ପ୍ରବର୍ତ୍ତନ କରାଯାଇ ଏହି ଡିଏମଏଫ ସୃଷ୍ଟି ହୋଇଥିଲା । ଏହି ନ୍ୟାସ ଏକ ବିନା ଲାଭ ଯୁକ୍ତ ସଂସ୍ଥା ଯାହା ଖଣି ଯୋଗୁଁ କ୍ଷତିଗ୍ରସ୍ତ ସମସ୍ତ ଜିଲ୍ଲାମାନଙ୍କରେ ରହିଛି । ଖଣି ଯୋଗୁଁ କ୍ଷତିଗ୍ରସ୍ତ ଅଞ୍ଚଳ ଓ ଜନସାଧାରଙ୍କ ସ୍ୱାର୍ଥରକ୍ଷା ଓ ସୁବିଧା ପାଇଁ ଏହି ପ୍ରତିଷ୍ଠାନର ଲକ୍ଷ୍ୟ ।

ପ୍ରଧାନମନ୍ତ୍ରୀ ଖଣିଜ କ୍ଷେତ୍ର କଲ୍ୟାଣ ଯୋଜନା ( Pradhan Mantri Khanij Kshetra Kalyan Yojana) ଡିଏମଏଫ ସମ୍ବଳିତ ପାଣ୍ଠିକୁ ନେଇ ତ୍ୱରାନ୍ୱିତ ହୋଇଥାଏ । ଚଳିତବର୍ଷ ସେପ୍ଟେମ୍ବର ସୁଦ୍ଧା ୬୩୫୩୪.୦୭ କୋଟି ଟଙ୍କା ଆବଣ୍ଟନ କରାଯାଇଥିବା ବେଳେ ୩୭୪୨୨. ୯୪କୋଟି ଟଙ୍କା ଖର୍ଚ୍ଚ ହୋଇଛି । ଯୋଜନା ଅଧୀନରେ ମଞ୍ଜୁର ହୋଇଥିବା ୨, ୫୨, ୯୯୫ ପ୍ରକଳ୍ପ ମଧ୍ୟରୁ ଏପର୍ଯ୍ୟନ୍ତ ୧,୩୩,୧୪୪ଟି ପ୍ରକଳ୍ପର କାର୍ଯ୍ୟ ସମ୍ପୂର୍ଣ୍ଣ ହୋଇଛି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.