ETV Bharat / bharat

Assam Flood: ବନ୍ୟା ନେଲାଣି ୮୦ ଜୀବନ, ହଜାର ହଜାର ଗାଁ ଜଳମଗ୍ନ - ଆସାମ ବନ୍ୟା ଅପଡେଟ

ଆସାମର ଭୟଙ୍କର ବନ୍ୟାରେ ଗଲାଣି ୮୦ ଜୀବନ । ଏବେ ବି ୫,୫୭୭ଟି ଗାଁ ଜଳମଗ୍ନ । ଅଧିକ ପଢନ୍ତୁ

Assam Flood: ବନ୍ୟା ନେଲାଣି ୮୦ ଜୀବନ, ୫,୫୭୭ ଗାଁ ଜଳମଗ୍ନ

author img

By

Published : Jun 22, 2022, 10:26 AM IST

ଗୌହାଟୀ: ଆସାମରେ ସୁଧୁରୁନି ବନ୍ୟା ପରିସ୍ଥିତି । ଗାଁ ଗଣ୍ଡା, ଚାଷଜମି ସବୁକିଛି ଜଳମଗ୍ନ ରହିଛି । ରାଜ୍ୟର ୩୫ ଜିଲ୍ଲାରୁ ୩୨ଟି ଜିଲ୍ଲା ବନ୍ୟା ପ୍ରଭାବିତ ହୋଇଛି । ବନ୍ୟା ବିପନ୍ନଙ୍କ ଦୁର୍ଦ୍ଦଶା ବଢିବା ସହ କ୍ରମଶଃ ମୃତ୍ୟୁ ସଂଖ୍ୟା ମଧ୍ୟ ବୃଦ୍ଧି ପାଉଛି । ବନ୍ୟା ଓ ଭୂସ୍ଖଳନରେ ଏ ଯାଏଁ ରାଜ୍ୟରେ ୮୦ ଜଣଙ୍କ ଜୀବନ ଗଲାଣି । ସେହିପରି ସମୁଦାୟ ୫,୫୭୭ଟି ଗାଁ ଏବେ ସମ୍ପୂର୍ଣ୍ଣ ଜଳମଗ୍ନ ରହିଛି । ୫୫ ଲକ୍ଷରୁ ଊର୍ଦ୍ଧ୍ବ ଲୋକ ବନ୍ୟାରେ ପ୍ରଭାବିତ ହୋଇଥିବାର ଆସାମ ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷ(ASDMA) ପକ୍ଷରୁ ସୂଚନା ଦିଆଯାଇଛି ।

Assam Flood: ବନ୍ୟା ନେଲାଣି ୮୦ ଜୀବନ, ୫,୫୭୭ ଗାଁ ଜଳମଗ୍ନ
Assam Flood: ବନ୍ୟା ନେଲାଣି ୮୦ ଜୀବନ, ୫,୫୭୭ ଗାଁ ଜଳମଗ୍ନ

ASDMA ଅନୁଯାୟୀ, ପ୍ରାୟ ୫୫,୪୨,୦୫୩ ଲୋକେ ଏବେ ଭୟଙ୍କର ବନ୍ୟା ପରିସ୍ଥିତିର ସାମ୍ନା କରୁଛନ୍ତି । ବନ୍ୟା ଓ ଭୂସ୍ଖଳନ ଜନିତ ମୃତ୍ୟୁସଂଖ୍ୟା ୮୦କୁ ବୃଦ୍ଧି ପାଇଥିବା କେବଳ ସୋମବାର ଦିନ ୭ ଜଣଙ୍କ ମୃତ୍ୟୁ ଘଟିଛି । ବନ୍ୟା ଜୀବଜନ୍ତୁଙ୍କ ଉପରେ ଅଧିକ ଦାଉ ସାଧିଛି । ୩୬,୬୦,୧୭୩ଟି ପଶୁ ବନ୍ୟା ପ୍ରଭାବିତ ହୋଇଛନ୍ତି । ସେହିପରି ୫୯,୬୫୪ ପଶୁ ବନ୍ୟାଜଳରେ ଭାସି ଯାଇଥିବାର ଜଣାପଡିଛି । ଆସାମର ଭୟଙ୍କର ବନ୍ୟା ୧୦୮୩୦୬.୧୮ ହେକ୍ଟର ଚାଷଜମିକୁ ନଷ୍ଟଭ୍ରଷ୍ଟ କରିଦେଇଛି । ଅନେକ ନଦୀର ଜଳସ୍ଥର ବିପଦସଙ୍କେତ ଉପରେ ରହିଛି । ବିଶେଷକରି କପିଲି ଏବଂ ବ୍ରହ୍ମପୁତ୍ର ନଦୀର ଜଳସ୍ତର ସର୍ବୋଚ୍ଚ ସ୍ତର ଅତିକ୍ରମ କରିସାରିଛି ।

NDRF, SDRF, ଭାରତୀୟ ସେନା ଏବଂ ଅଗ୍ନିଶମ ବନ୍ୟା ପ୍ରଭାବିତ ଅଞ୍ଚଳରୁ ଲୋକଙ୍କୁ ଉଦ୍ଧାର ପାଇଁ ଅହରହ ଉଦ୍ଧାର କାର୍ଯ୍ୟରେ ଲାଗିଛନ୍ତି । ଏବେସୁଦ୍ଧା ସାରା ରାଜ୍ୟରେ ମୋଟ ୨,୬୨,୧୫୫ ଜଣଙ୍କୁ ବିଭିନ୍ନ ଆଶ୍ରୟସ୍ଥଳୀକୁ ନିଆଯାଇଛି । ବନ୍ୟା ପ୍ରଭାବିତ ଅଞ୍ଚଳରେ ମୋଟ ୧,୬୭୮ଟି କ୍ୟାମ୍ପ ତିଆରି କରାଯାଇଛି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.