ETV Bharat / bharat

ଦିଲ୍ଲୀରୁ ମହାରାଷ୍ଟ୍ର; ମହାମାରୀର ମାୟାଜାଲରେ ଭାରତ, ଗଡିଚାଲିଛି ମୁଣ୍ଡ

author img

By

Published : Apr 15, 2021, 10:59 PM IST

ମହାରାଷ୍ଟ୍ରରେ ସମ୍ପୂର୍ଣ୍ଣ ଅଣାୟତ ମହାମାରୀ । ରାଜ୍ୟର ସ୍ବାସ୍ଥ୍ୟ ବିଘାଗ ପକ୍ଷରୁ ରାତି 8ଟା ସୁଦ୍ଧା ଜାରି ରିପୋର୍ଟ ଅନୁଯାୟୀ, ଗତ 245 ଘଣ୍ଟାରେ 60 ହଜାର ପାର ହୋଇଛି କୋରୋନା ପଜିଟିଭ ସଂଖ୍ୟା । ଅଧିକ ପଢନ୍ତୁ...

ଦିଲ୍ଲୀରୁ ମହାରାଷ୍ଟ୍ର; ମହାମାରୀର ମାୟାଜାଲରେ ଭାରତ, ଗଡିଚାଲିଛି ମୁଣ୍ଡ
ଦିଲ୍ଲୀରୁ ମହାରାଷ୍ଟ୍ର; ମହାମାରୀର ମାୟାଜାଲରେ ଭାରତ, ଗଡିଚାଲିଛି ମୁଣ୍ଡ

ନୂଆଦିଲ୍ଲୀ: ଜାରି ରହିଛି ମହାମାରୀ କୋରୋନାର ସଂକ୍ରମଣ । ଡରାଉଛି ସ୍ଥିତି । ମହାରାଷ୍ଟ୍ରରେ ସମ୍ପୂର୍ଣ୍ଣ ଅଣାୟତ ମହାମାରୀ । ରାଜ୍ୟର ସ୍ବାସ୍ଥ୍ୟ ବିଘାଗ ପକ୍ଷରୁ ରାତି 8ଟାସୁଦ୍ଧା ଜାରି ରିପୋର୍ଟ ଅନୁଯାୟୀ, ଗତ 245 ଘଣ୍ଟାରେ 60 ହଜାର ପାର ହୋଇଛି କୋରୋନା ପଜିଟିଭ ସଂଖ୍ୟା । ଅନ୍ୟପକ୍ଷେ ମହାରାଷ୍ଟ୍ରରେ କୋରୋନାରେ 349 ଜଣଙ୍କର ହୋଇଛି ମୃତ୍ୟୁ ।

କେବଳ ମୁମ୍ବାଇରେ ଗୁରୁବାର 8,217 ଜଣ କୋରୋନାରେ ହୋଇଛନ୍ତି ସଂକ୍ରିମିତ । ଆଉ 49 ଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି ।

ଏହାପୂର୍ବରୁ ବୁଧବାର କୋରୋନାରେ 58,952 ଲୋକ ସଂକ୍ରମିତ ହୋଇଥିବାବେଳେ ଏବଂ 278 ରୋଗୀଙ୍କର ମୃତ୍ୟୁ ହୋଇଥିଲା। ସେହିପରି ମଙ୍ଗଳବାର 60,212, ସୋମବାର 51,751 ଏବଂ ରବିବାର ଦିନ ସର୍ବାଧିକ 63,294 କୋରୋନାରେ ସଂକ୍ରମିତ ହୋଇଥିଲେ।

ବର୍ତ୍ତମାନ ସୁଦ୍ଧା ରାଜ୍ୟରେ 36,39,855 ଲୋକ କରୋନା ସଂକ୍ରମିତ ହୋଇଛନ୍ତି ଏବଂ 59,153 ରୋଗୀଙ୍କର ମୃତ୍ୟୁ ହୋଇଛି।

ସେପଟେ ରାଜଧାନୀ ଦିଲ୍ଲୀରେ ମଧ୍ୟ ସ୍ଥିତି ସାଙ୍ଘାତିକ ରହିଛି । ରାତି 8ଟାସୁଦ୍ଧା ପ୍ରକାଶିତ ତଥ୍ୟ ଅନୁଯାୟୀ, ଗତ 24 ଘଣ୍ଟା ମଧ୍ୟରେ ଦିଲ୍ଲୀରେ 16699 ଜଣ କୋରୋନାରେ ସଂକ୍ରମିତ ହୋଇଛନ୍ତି । ଏହାପୂର୍ବରୁ ବୁଧବାର ଦିନ ରାଜଧାନୀରେ 17,282 ଜଣ ସଂକ୍ରମିତ ହୋଇଥିଲେ। ମଙ୍ଗଳବାର 13 ହଜାର 468 ନୂଆ ମାମଲା ସାମ୍ନାକୁ ଆସିଥିବାବେଳେ 81 ରୋଗୀଙ୍କ ମୃତ୍ୟୁ ହୋଇଥିଲା ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.