ETV Bharat / bharat

Tajinder Bagga Arrested Case: ପଞ୍ଜାବ ପୋଲିସକୁ ଝଟକା, କୁରୁକ୍ଷେତ୍ରରୁ ବାଗାଙ୍କୁ ନେଲା ଦିଲ୍ଲୀ ପୋଲିସ

author img

By

Published : May 6, 2022, 3:35 PM IST

ଶେଷରେ ବାଜି ମାରିଲା ଦିଲ୍ଲୀ ପୋଲିସ । ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ଧମକ ଦେବା ଅଭିଯୋଗରେ ଗିରଫ କରି ତଜିନ୍ଦରପାଲ ସିଂ ବାଗାଙ୍କୁ ମୋହାଲି ନେଉଥିବା ବେଳେ କୁରୁକ୍ଷେତ୍ରରେ ପଞ୍ଜାବ ପୋଲିସକୁ ଅଟକାଇ ଥିଲା ହରିୟାଣା ପୋଲିସ । ଅଧିକ ପଢନ୍ତୁ

Tajinder Bagga Arrested: କୁରୁକ୍ଷେତ୍ରରୁ ବାଗାଙ୍କୁ ନେଲା ଦିଲ୍ଲୀ ପୋଲିସ

ଚଣ୍ଡିଗଡ: ଶେଷରେ ବାଜି ମାରିଲା ଦିଲ୍ଲୀ ପୋଲିସ । ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ଧମକ ଦେବା ଅଭିଯୋଗରେ ଗିରଫ କରି ତଜିନ୍ଦରପାଲ ସିଂ ବାଗାଙ୍କୁ ମୋହାଲି ନେଉଥିବା ବେଳେ କୁରୁକ୍ଷେତ୍ରରେ ପଞ୍ଜାବ ପୋଲିସକୁ ଅଟକାଇ ଥିଲା ହରିୟାଣା ପୋଲିସ । ମାତ୍ର କୁରୁକ୍ଷେତ୍ରରୁ ପଞ୍ଜାବ ଓ ହରିୟାଣ ପୋଲିସ କଳି ମଧ୍ୟରେ ଦିଲ୍ଲୀ ପୋଲିସର ଏକ ଟିମ ତଜିନ୍ଦରପାଲ ସିଂ ବାଗାଙ୍କୁ ନେଇ ଦିଲ୍ଲୀ ଫେରୁଛି ।

  • #WATCH | Team of Delhi Police leaves with BJP leader Tajinder Pal Singh Bagga from Thanesar Sadar Police station in Haryana's Kurukshetra

    Bagga was arrested by Punjab Police today from Delhi. pic.twitter.com/rAn21Z24p5

    — ANI (@ANI) May 6, 2022 " class="align-text-top noRightClick twitterSection" data=" ">

ଏହା ବି ପଢନ୍ତୁ:Tajinder Bagga Arrested: କୁରୁକ୍ଷେତ୍ରରେ ପଞ୍ଜାବ ପୋଲିସକୁ ଅଟକାଇଲା ହରିୟାଣା ପୋଲିସ

ଏପଟେ ପଞ୍ଜାବ ପୋଲିସ ଏହାକୁ ବିରୋଧ କରି ଚଣ୍ଡିଗଡ ହୋଇକୋର୍ଟଙ୍କ ଦ୍ବାରସ୍ଥ ହୋଇଛି । ସୂଚନା ଅନୁସାରେ, ବିଜେପି ନେତା ତଜିନ୍ଦରପାଲ ସିଂ ବାଗାଙ୍କୁ ଆଜି ପଞ୍ଜାବ ପୋଲିସ ଦିଲ୍ଲୀ ବାସଭବନରୁ ତାଙ୍କୁ ଗିରଫ କରିଥିଲା । ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ଧମକ ଦେବା ଅଭିଯୋଗରେ ଗିରଫ କରି ତଜିନ୍ଦରପାଲ ସିଂ ବାଗାଙ୍କୁ ମୋହାଲି ନେଉଥିବା ବେଳେ କୁରୁକ୍ଷେତ୍ରରେ ପଞ୍ଜାବ ପୋଲିସକୁ ଅଟକାଇଥିଲା ହରିୟାଣା ପୋଲିସ ।

ତେବେ ଏହି ଘଟଣା ପରେ ବିଜେପିକୁ ଟାର୍ଗେଟ କରିଛି ଆପ୍ । ଦଳ ପ୍ରେସ୍ ମିଟ କରି ପଞ୍ଜାବରେ ଘଟିଥିବା ବିଭିନ୍ନ ହିଂସା ପାଇଁ ତଜିନ୍ଦରପାଲ ସିଂ ବାଗାଙ୍କୁ ଘେରିଥିବା ବେଳେ ଜବାବ ଦେଇଛି ବିଜେପି । ଏହି ମାମଲାକୁ ରାଜନୈତିକ ରଙ୍ଗ ଦିଆଯାଉଥିବା କହିଛି ବିଜେପି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.