ETV Bharat / bharat

କୋରୋନାରେ ଆକ୍ରାନ୍ତ ଦିଲ୍ଲୀ ଉପରାଜ୍ୟପାଳ

author img

By

Published : Apr 30, 2021, 3:33 PM IST

କୋରୋନାରେ ସଂକ୍ରମିତ ହୋଇଛନ୍ତି ଦିଲ୍ଲୀ ଉପରାଜ୍ୟପାଳ ଅନିଲ ବୈଜଲ । ଅଧିକ ପଢନ୍ତୁ...

କୋରୋନାରେ ଆକ୍ରାନ୍ତ ଦିଲ୍ଲୀ ଉପରାଜ୍ୟପାଳ
କୋରୋନାରେ ଆକ୍ରାନ୍ତ ଦିଲ୍ଲୀ ଉପରାଜ୍ୟପାଳ

ନୂଆଦିଲ୍ଲୀ: ମହାମାରୀ କୋରୋନାରେ ସଂକ୍ରମିତ ହୋଇଛନ୍ତି ଦିଲ୍ଲୀ ଉପରାଜ୍ୟପାଳ ଅନିଲ ବୈଜଲ । ଏନେଇ ଟ୍ବିଟ କରି ସୂଚନା ଦେଇଛନ୍ତି ଏଲଜି ।

ଦିଲ୍ଲୀ ଉପରାଜ୍ୟପାଳ ନିଜ ଟ୍ବିଟରେ ଲେଖିଛନ୍ତି, ମୋ ଭିତରେ କୋରୋନାର ସାମାନ୍ୟ ଲକ୍ଷଣ ରହିଛି । ଏନେଇ ସେ ନିଜକୁ ଆଇସୋଲେଟ କରି ନେଇଛନ୍ତି । ତେବେ ନିକଟରେ ଯେଉଁମାନେ ସମ୍ପର୍କରେ ଆସିଛନ୍ତି, ସେମାନଙ୍କୁ କୋରୋନା ପରୀକ୍ଷା କରାଇନେବାକୁ ଅନୁରୋଧ କରିଛନ୍ତି ଅନୁରୋଧ କରିଛନ୍ତି ଏଲଜି ।

କୋରୋନା ଯୋଗୁଁ ରାଜଧାନୀ ଦିଲ୍ଲୀର ସ୍ଥିତି ଖରାପ ରହିଛି । 25 ହାଜର ପାଖାପାଖି ମାମଲା ସାମ୍ନାକୁ ଆସୁଥିବାବେଳେ 300ରୁ ଉର୍ଦ୍ଧ୍ବ ଲୋକଙ୍କ ମୃତ୍ୟୁ ହେଉଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.