ETV Bharat / bharat

ଦିଲ୍ଲୀବାସୀଙ୍କ ଘରେ ପହଞ୍ଚିବ ମଦ - ଅନଲାଇନ ଯୋଗେ ମିଳିବ ମଦ

ଦିଲ୍ଲୀବାସୀଙ୍କ ଘରେ ପହଞ୍ଚିବ ମଦ । ଏନେଇ ଅନୁମତି ଦେଲେ ସରକାର । ଅଧିକ ପଢନ୍ତୁ...

Delhi government permits home delivery of liquor via website, app
ଦିଲ୍ଲୀବାସୀଙ୍କ ଘରେ ପଦଞ୍ଚିବ ମଦ
author img

By

Published : Jun 1, 2021, 3:21 PM IST

ନୂଆଦିଲ୍ଲୀ : ଏଣିକି ଦିଲ୍ଲୀବାସୀ ଘରେ ବସି ପାଇପାରିବେ ମଦ । ଅନଲାଇନ ଯୋଗେ ହେବ ହୋମ ଡେଲିଭରି । ଏନେଇ ଅନୁମତି ଦେଇଛନ୍ତି ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ବାଲ । ନୂଆ ଏକ୍ସାଇଜ୍ ପଲିସି ଅନ୍ତର୍ଗତ ଅନଲାଇନ ପୋର୍ଟାଲ୍ ଏବଂ ମୋବାଇଲ୍ ଆପ୍ ମାଧ୍ୟମରେ ମଦ ବିତରଣକୁ ଦିଲ୍ଲୀ ସରକାର ଅନୁମତି ଦେଇଛନ୍ତି ।

ଗେଜେଟ୍ ବିଜ୍ଞପ୍ତିରେ ପ୍ରକାଶିତ ଦିଲ୍ଲୀ ଏକ୍ସାଇଜ୍ (ସଂଶୋଧନ) ନିୟମ 2021 ଅନୁଯାୟୀ, L-13 ଲାଇସେନ୍ସଧାରୀ କେବଳ ଘରେ ମଦ ପହଞ୍ଚାଇବାକୁ ଅନୁମତି ରହିଛି । ଶିକ୍ଷାନୁଷ୍ଠାନ, କୌଣସି କାର୍ଯ୍ୟାଳୟ ଓ ହଷ୍ଟେଲ ଗୁଡିକରେ ମଦ ଡେଲିଭରି କରାଯିବନି ବୋଲି କହିଛନ୍ତି ସରକାର ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.