ETV Bharat / bharat

ସୁଶୀଲ କୁମାରଙ୍କୁ ନ୍ୟାୟିକ ହେପାଜତରେ ପଠାଇଲେ କୋର୍ଟ, ଦିଲ୍ଲୀ ପୋଲିସର ରିମାଣ୍ଡ ଆବେଦନ ଖାରଜ - ସୁଶୀଲ କୁମାର

କୁସ୍ତିଯୋଦ୍ଧା ସୁଶୀଲ କୁମାରଙ୍କୁ ନ୍ୟାୟିକ ହେପାଜତକୁ ପଠାଇଛନ୍ତି ଦିଲ୍ଲୀ କୋର୍ଟ । ରିମାଣ୍ଡ ଆବେଦନ ନେଇ ଦିଲ୍ଲୀ ପୋଲିସର ଅପିଲକୁ କୋର୍ଟ ଖାରଜ କରିଛନ୍ତି । ଅଧିକ ପଢନ୍ତୁ...

ବଢିଲା ସୁଶୀଲ କୁମାରଙ୍କ ଅଡୁଆ, ପୋଲିସ ରିମାଣ୍ଡରେ କଟିବ ଆଉ 9 ଦିନ

author img

By

Published : Jun 2, 2021, 10:12 PM IST

ନୂଆଦିଲ୍ଲୀ: ସାଗର ଧନଖର ହତ୍ୟା ମାମଲାରେ ଅଭିଯୁକ୍ତ କୁସ୍ତିଯୋଦ୍ଧା ସୁଶୀଲ କୁମାରଙ୍କୁ ନ୍ୟାୟିକ ହେପାଜତକୁ ପଠାଇଛନ୍ତି ଦିଲ୍ଲୀ କୋର୍ଟ । ରିମାଣ୍ଡ ଆବେଦନ ନେଇ ଦିଲ୍ଲୀ ପୋଲିସର ଅପିଲକୁ କୋର୍ଟ ଖାରଜ କରିଛନ୍ତି ।

ଛତ୍ରଶାଲ ଷ୍ଟାଡିୟମରେ କୁସ୍ତିଯୋଦ୍ଧା ସାଗର ହତ୍ୟା ମାମଲାରେ ଗିରଫ ଅଭିଯୁକ୍ତ ଅଲମ୍ପିକ ପଦକ ବିଜେତା ସୁଶୀଲ କୁମାରଙ୍କ ପୋଲିସ ରିମାଣ୍ଡ ଖାରଜ କରି ନ୍ୟାୟିକ ହେପାଜତରେ ପଠାଇବାକୁ କୋର୍ଟ ନିଷ୍ପତ୍ତି ନେଇଛନ୍ତି ।

ଅନ୍ୟପକ୍ଷେ କୋର୍ଟ ଦିଲ୍ଲୀ ପୋଲିସର ଅତିରିକ୍ତ 3 ଦିନ ପୋଲିସ ରିମାଣ୍ଡ ବୃଦ୍ଧି ଆବେଦନକୁ ପ୍ରତ୍ୟାଖାନ କରିଦେଇଛନ୍ତି । ରିମାଣ୍ଡ ଅତିରିକ୍ତ 3 ଦିନ ବଢାଇବାକୁ ଦିଲ୍ଲୀ ପୋଲିସ କୋର୍ଟକୁ ଆବେଦନ କରିଥିଲେ ।

ରିମାଣ୍ଡ ମାଗି ପୋଲିସ କହିଥିଲା ଆମ ପାଖରେ ଗୁରୁତ୍ବପୂର୍ଣ୍ଣ ଭିଡିଓ ଅଛି ଯାହା ଯାଞ୍ଚ ସମୟରେ ମିଳିଛି । ଅଭିଯୁକ୍ତ ସୁଶୀଲଙ୍କୁ ପୁନର୍ବାର ହରିଦ୍ବାର ନେବା ପାଇଁ କହିଥିଲା ପୋଲିସ । ଏହାସହ ଯାଞ୍ଚରେ ସୁଶୀଲ ସହଯୋଗ କରୁନଥିବା ଅଭିଯୋଗ କରିଛି ପୋଲିସ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.