ETV Bharat / bharat

ଉମର ଖାଲିଦକୁ ମିଳିଲା ଜାମିନ

author img

By

Published : Apr 15, 2021, 10:51 PM IST

ଦିଲ୍ଲୀ ହିଂସା ଘଟଣାରେ ସମ୍ପୃକ୍ତି ନେଇ ଗିରଫ ହୋଇଥିବା ଜେଏନୟୁର ପୂର୍ବତନ ଛାତ୍ର ଉମର ଖାଲିଦଙ୍କୁ ମିଳିଲା ଜାମିନ । ଅଧିକ ପଢନ୍ତୁ...

ଉମର ଖାଲିଦକୁ ମିଳିଲା ଜାମିନ
ଉମର ଖାଲିଦକୁ ମିଳିଲା ଜାମିନ

ନୂଆଦିଲ୍ଲୀ: ଦିଲ୍ଲୀ ହିଂସା ଘଟଣାରେ ସମ୍ପୃକ୍ତି ନେଇ ଗିରଫ ହୋଇଥିବା ଜେଏନୟୁର ପୂର୍ବତନ ଛାତ୍ର ଉମର ଖାଲିଦଙ୍କୁ ମିଳିଲା ଜାମିନ । କଡକଡଡୁମା କୋର୍ଟ ଅଭିଯୁକ୍ତ ଉମର ଖାଲିଦଙ୍କୁ ଜାମିନ ପ୍ରଦାନ କରିଛନ୍ତି। ଦିଲ୍ଲୀ ହିଂସା ଘଟଣାରେ ଉମର ଖାଲିଦକୁ 14 ସେପ୍ଟେମ୍ବରରେ ଦିଲ୍ଲୀ ପୋଲିସ ଦ୍ବାରା ଗିରଫ କରାଯାଇଥିଲା।

ବିରୋଧରେ UAPA ଆଧାରରେ ମାମଲା ଚାଲିବ ବୋଲି କୁହାଯାଇଥିଲା । ଏନେଇ ଉଭୟ ଦିଲ୍ଲୀ ସରକାର ଓ ଗୃହମନ୍ତ୍ରଣାଳୟ ପକ୍ଷରୁ ମଞ୍ଜୁରୀ ପ୍ରଦାନ କରାଯାଇଥିଲା । ଦିଲ୍ଲୀ ହିଂସା ମାମଲାରେ ଉମର ଖାଲିଦକୁ ଗିରଫ କରିଥିଲା ପୋଲିସ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.