ETV Bharat / bharat

Punjab Assembly Poll: ଆସନ୍ତାକାଲିଠୁ ଦିଲ୍ଲୀ ମୁଖ୍ୟମନ୍ତ୍ରୀଙ୍କ 2ଦିନିଆ ପଞ୍ଜାବ ଗସ୍ତ - ଦିଲ୍ଲୀ ମୁଖ୍ୟମନ୍ତ୍ରୀଙ୍କ ପଞ୍ଜାବ ଗସ୍ତ

ଆଗକୁ ପଞ୍ଜାବରେ ବିଧାନସଭା ନିର୍ବାଚନ (Punjab assembly poll 2022) । ଏହାକୁ ଦୃଷ୍ଟିରେ ରଖି ଆସନ୍ତାକାଲିଠୁ 2ଦିନିଆ ପଞ୍ଜାବ ଗସ୍ତରେ ଯିବେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ । ଅଧିକ ପଢନ୍ତୁ

Punjab Assembly Poll: ଆସନ୍ତାକାଲିଠୁ ଦିଲ୍ଲୀ ମୁଖ୍ୟମନ୍ତ୍ରୀଙ୍କ 2ଦିନିଆ ପଞ୍ଜାବ ଗସ୍ତ

author img

By

Published : Dec 14, 2021, 10:37 AM IST

ନୂଆଦିଲ୍ଲୀ: ଆଗକୁ ପଞ୍ଜାବରେ ବିଧାନସଭା ନିର୍ବାଚନ (Punjab assembly poll 2022) । ଆପକୁ ମଜବୁତ କରିବା ପାଇଁ କସରତ ଆରମ୍ଭ କରିଦେଇଛନ୍ତି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ । ଏଥି ପାଇଁ ଲଗାତାର ଭାବେ ପଞ୍ଜାବ ଗସ୍ତ କରୁଛନ୍ତି ଦିଲ୍ଲୀ ସିଏମ । ତେବେ ନିର୍ବାଚନକୁ ଦୃଷ୍ଟିରେ ରଖି ଆସନ୍ତାକାଲି ଠାରୁ ଦୁଇ ଦିନିଆ ପଞ୍ଜାବ ଗସ୍ତ କରିବେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ (Arvind Kejriwal visit Punjab) । ପଞ୍ଜାବ ବିଧାନସଭା ନିର୍ବାଚନ ନେଇ ଦଳ ପକ୍ଷରୁ ଏକ କାର୍ଯ୍ୟକ୍ରମ ହେବାକୁ ଥିବାବେଳେ ଏଥିରେ ଯୋଗ ଦେବେ କେଜ୍ରିଓ୍ବାଲ ।

ଏହି ଦୁଇ ଦିନିଆ ଯାତ୍ରାରେ ଜଳନ୍ଧର ଓ ଲମ୍ବିରେ ତ୍ରିରଙ୍ଗା ଯାତ୍ରା ଓ ଏକ ରାଲିଲେ ଯୋଗ ଦେବେ ଦିଲ୍ଲୀ କେନ୍ଦ୍ରମନ୍ତ୍ରୀ । ଯଦି ପଞ୍ଜାବରେ ଆପ ସରକାର ଗଠନ କରେ ତେବେ ରାଜ୍ୟରେ ମାଗଣା ବିଜୁଳି, ମହିଳାଙ୍କୁ ପ୍ରତି ମାସରେ 1000 ଟଙ୍କାର ଆର୍ଥିତ ସହାୟତା ସହ ଉନ୍ନତମାନର ଶିକ୍ଷା ପ୍ରଦାନ କରାଯିବା ନେଇ ପଞ୍ଜାବର ଏକ ମେଗା ସମାବେଶକୁ ସମ୍ବୋଧିତ କରି ଏପରି ପୂର୍ବରୁ ଘୋଷଣା କରିଥିଲେ ଅରବିନ୍ଦ କେଜ୍ରିଓ୍ବାଲ ।

@ANI

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.