ETV Bharat / bharat

ଆଧୁନିକରଣ ହେବ T-୯୦ ଯୁଦ୍ଧ ଟ୍ୟାଙ୍କ

ଆଧୁନିକରଣ ହେବ T-୯୦ ଯୁଦ୍ଧ ଟ୍ୟାଙ୍କ । ଆଜି ଏନେଇ ପ୍ରତିରକ୍ଷା ମନ୍ତ୍ରଣାଳୟ ଭାରତ ଇଲେକ୍‌ଟ୍ରୋନିକ୍ସ ସହ ଏକ ଚୁକ୍ତିନାମା ସ୍ବାକ୍ଷର କରିଛି । ଅଧିକ ପଢନ୍ତୁ

ଆଧୁନିକରଣ ହେବ T-୯୦ ଯୁଦ୍ଧ ଟ୍ୟାଙ୍କ
ଆଧୁନିକରଣ ହେବ T-୯୦ ଯୁଦ୍ଧ ଟ୍ୟାଙ୍କ
author img

By

Published : Feb 24, 2022, 10:49 PM IST

ନାୂଆଦିଲ୍ଲୀ: ଆଧୁନିକରଣ ହେବ T-୯୦ ଯୁଦ୍ଧ ଟ୍ୟାଙ୍କ । ଆଜି ଏନେଇ ପ୍ରତିରକ୍ଷା ମନ୍ତ୍ରଣାଳୟ ଭାରତ ଇଲେକ୍‌ଟ୍ରୋନିକ୍ସ ସହ ଏକ ଚୁକ୍ତିନାମା ସ୍ବାକ୍ଷର କରିଛି । ତେବେ ଟ୍ୟାଙ୍କର ଆଧୁନିକରଣ ପାଇଁ ୧୦୭୫ କୋଟି ଟଙ୍କାର ଚୁକ୍ତିନାମା ସ୍ବାକ୍ଷର କରାଯାଇଛି ।

ଅନ୍ୟପଟେ ଦ ରେଟ୍ରୋ-ମୋଡିଫିକେସନ ଅଫ୍‌ କମାଣ୍ଡର ସାଇଟ୍‌ ଅଫ୍‌ ବ୍ୟାଟେଲ ଟ୍ୟାଙ୍କ୍ସ-T-୯୦( The retro-modification of Commander Sight of Battle Tanks-T-୯୦) ଭାରତୀୟ ସେନାଙ୍କୁ ଆହୁରି ସୁଦୃଢ କରିବ ବୋଲି ପ୍ରତିରକ୍ଷା ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି । ତେବେ ୯ଶହ ୫୭ଟି T-୯୦ ଟ୍ୟାଙ୍କର ଆଧୁନିକରଣ କରାଯିବ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.