ETV Bharat / bharat

Covid Scare: ପ୍ରତିରକ୍ଷା ମନ୍ତ୍ରୀ Rajnath Singh କୋରୋନା ସଂକ୍ରମିତ - ପ୍ରତିରକ୍ଷା ମନ୍ତ୍ରୀଙ୍କୁ କୋରୋନା

ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ କୋରୋନା ସଂକ୍ରମିତ । ସଙ୍ଗରୋଧରେ ଥିବା ନିଜେ ଟ୍ବିଟ କରି ଦେଲେ ସୂଚନା । ଅଧିକ ପଢନ୍ତୁ

ରାଜନାଥ ସିଂ କୋରୋନା ସଂକ୍ରମିତ,ସଙ୍ଗରୋଧରେ ଥିବା ନେଇ କଲେ ଟ୍ବିଟ

author img

By

Published : Jan 10, 2022, 4:48 PM IST

ନୂଆଦିଲ୍ଲୀ: ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ କୋରୋନା ସଂକ୍ରମିତ । ଆଜି ଅପରାହ୍ନରେ ତାଙ୍କ ନମୂନା ପରୀକ୍ଷାରୁ ସେ ସଂକ୍ରମିତ ହୋଇଥିବା ନେଇ ଜଣାପଡିବା ପରେ, ସେ ଏବେ ସଙ୍ଗରୋଧରେ ଥିବା ନେଇ ନିଜେ ଟ୍ବିଟ ଯୋଗେ ସୂଚନା ଦେଇଛନ୍ତି । ରାଜନାଥ କହଛନ୍ତି, ତାଙ୍କର ସାମାନ୍ୟ ଲକ୍ଷଣ ପ୍ରକାଶ ପାଇବାରୁ ସେ ପରୀକ୍ଷା କରାଇଥିଲେ ।

  • I have tested positive for Corona today with mild symptoms. I am under home quarantine. I request everyone who have recently come in my contact to isolate themselves and get tested.

    — Rajnath Singh (@rajnathsingh) January 10, 2022 " class="align-text-top noRightClick twitterSection" data=" ">

ତେବେ ରିପୋର୍ଟରେ ସେ ସଂକ୍ରମିତ ହୋଇଥିବା ସ୍ପଷ୍ଟ ହୋଇଛି । ସେ ସଙ୍ଗରୋଧରେ ରହିଛନ୍ତି । ଦେଶରେ କୋରୋନାର ତୃତୀୟ ଲହର ଆସିଥିବା ବେଳେ ଦିନକୁ ଦିନ ଲକ୍ଷାଧିକ ନୂଆ ମାମଲା ସାମ୍ନାକୁ ଆସିଛି । ତେବେ କୋରୋନା କବଳରେ ପ୍ରତିରକ୍ଷା ମନ୍ତ୍ରୀ ଆସିଥିବା ବେଳେ ଅନେକ ନେତା ତାଙ୍କର ଶୀଘ୍ର ଆଶୁ ଆରୋଗ୍ୟ କାମନା କରିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.