ETV Bharat / bharat

ପାକିସ୍ତାନକୁ ଭଗବାନ ସଦବୁଦ୍ଧି ଦିଅନ୍ତୁ: ପ୍ରତିରକ୍ଷାମନ୍ତ୍ରୀ ରାଜନାଥ ସିଂହ

author img

By

Published : Jul 24, 2022, 4:05 PM IST

ଆସନ୍ତା ୨୬ରେ କାର୍ଗିଲ ବିଜୟ ଦିବସ ପାଳିବ ଦେଶ । ଏହା ପୂର୍ବରୁ ଆଜି (ରବିବାର) ଜମ୍ମୁକାଶ୍ମୀର ଗସ୍ତ କରିଛନ୍ତି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ । ସେଠାରେ ଏକ କାର୍ଯ୍ୟକ୍ରମକୁ ସମ୍ବୋଧନ କରି ପ୍ରତିରକ୍ଷା ମନ୍ତ୍ରୀ କହିଛନ୍ତି ପାକ୍‌ ଅଧିକୃତ କାଶ୍ମୀର ଭାରତର ଥିଲା ଅଛି ଓ ରହିବ । ଅଧିକ ପଢନ୍ତୁ

ଜମ୍ମୁରେ ପ୍ରତିରକ୍ଷାମନ୍ତ୍ରୀ, ପାକିସ୍ତାନକୁ ଭଗବାନ ସଦବୁଦ୍ଧି ଦିଅନ୍ତୁ କହିଲେ ରାଜନାଥ

ଶ୍ରୀନଗର: ଆସନ୍ତା ୨୬ରେ କାର୍ଗିଲ ବିଜୟ ଦିବସ ପାଳିବ ଦେଶ । ଏହା ପୂର୍ବରୁ ଆଜି (ରବିବାର) ଜମ୍ମୁକାଶ୍ମୀର ଗସ୍ତ କରିଛନ୍ତି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ । ସେଠାରେ ଏକ କାର୍ଯ୍ୟକ୍ରମକୁ ସମ୍ବୋଧନ କରି ପ୍ରତିରକ୍ଷା ମନ୍ତ୍ରୀ କହିଛନ୍ତି ପାକ୍‌ ଅଧିକୃତ କାଶ୍ମୀର ନେଇ ଭାରତ ସଂସଦରେ ପ୍ରସ୍ଥାବ ପାରିତ ହୋଇଥିଲା । ପ୍ରତିରକ୍ଷା ମନ୍ତ୍ରୀ କହିଛନ୍ତି, "ପାକ୍‌ ଅଧିକୃତ କାଶ୍ମୀର ଭାରତର ଥିଲା ଅଛି ଓ ରହିବ । ଏହା କିପରି ହୋଇପାରିବ ଶିବ ସ୍ବରୁପ ବାବା ଅମରନାଥ ଏବଂ ମା' ଶାରଦା ଶକ୍ତି ସ୍ବରୁପା ଏଲଓସିରେ ଆମ ପାଖରେ (Line of Control) । ପାକିସ୍ତାନକୁ ଭଗବାନ ସଦବୁଦ୍ଧି ଦିଅନ୍ତୁ ।

  • #WATCH पाक अधिकृत कश्मीर पर भारत की संसद में प्रस्ताव पारित हुआ था। पाक अधिकृत कश्मीर भारत का हिस्सा था, भारत का हिस्सा है और रहेगा। ये कैसा हो सकता है कि शिव के स्वरूप बाबा अमरनाथ हमारे यहां हो और मां शारदा शक्ति स्वरूपा LoC के पार हो: जम्मू में रक्षा मंत्री राजनाथ सिंह pic.twitter.com/YiHLdjeByG

    — ANI_HindiNews (@AHindinews) July 24, 2022 " class="align-text-top noRightClick twitterSection" data=" ">

କାର୍ଯ୍ୟକ୍ରମକୁ ସମ୍ବୋଧନ କରି ରାଜନାଥ ଆହୁରି କହିଛନ୍ତି, "ଦେଶର ସୁରକ୍ଷା ପାଇଁ ଜୀବନ ଦେଇଥିବା ସମସ୍ତଙ୍କୁ ଦେଶ ମନେ ରଖିବ । ଆମ ସେନା ଦେଶ ପାଇଁ ସବୁବେଳେ ଏହି ଶ୍ରେଷ୍ଠ ବଳିଦାନ ଦେଇଛନ୍ତି । ଅନେକ ସାହାସୀ ସୈନିକ 1999 ଯୁଦ୍ଧରେ ଜୀବନ ଦେଇଥିଲେ । ମୁଁ ସେମାନଙ୍କୁ ସମ୍ମାନ ଜଣାଉଛି ।"

1962ରେ ଚୀନ ଆମ ପିଏମ ପଣ୍ଡିତ ନେହେରୁଙ୍କ ସହ ଲଦାଖରେ ଆମ ସ୍ଥାନ ଅକ୍ତିଆର କରିଥିଲା । ମୁଁ ତାଙ୍କ ଉଦ୍ଦେଶ୍ୟ ଉପରେ ପ୍ରଶ୍ନ ଉଠାଉନାହିଁ । ଉଦ୍ଦେଶ୍ୟ ଭଲ ହୋଇପାରେ କିନ୍ତୁ କିଛି ପଲିସି ଲାଗୁ ହୋଇନଥିଲା ।" ଭାରତ ବର୍ତ୍ତମାନ ବିଶ୍ବରେ ଶକ୍ତିଶାଳୀ ଦେଶ ହୋଇଛି ବୋଲି କହିଛନ୍ତି ପ୍ରତିରକ୍ଷାମନ୍ତ୍ର ରାଜନାଥ ସିଂ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.