ETV Bharat / bharat

2 ଓଡିଆ ଶହୀଦଙ୍କୁ ମରଣୋତ୍ତର ଶୌର୍ଯ୍ୟଚକ୍ର ସମ୍ମାନ

author img

By

Published : May 31, 2022, 6:48 PM IST

ଓଡିଶାରୁ ମରଣୋତ୍ତର ଭାବେ ଶୌର୍ଯ୍ୟଚକ୍ରରେ ସମ୍ମାନିତ ହେଲେ ଦୁଇ ଶହୀଦ । ରାଷ୍ଟ୍ରପତିଙ୍କ ଠାରୁ ସମ୍ମାନ ଗ୍ରହଣ କଲେ ପିତାମାତା । ଅଧିକ ପଢନ୍ତୁ

2 ଓଡିଆ ଶହୀଦଙ୍କୁ ମରଣୋତ୍ତର ସୌର୍ଯ୍ୟଚକ୍ର ସମ୍ମାନ

ନୂଆଦିଲ୍ଲୀ: ଓଡ଼ିଶାର ୨ ଶହୀଦଙ୍କୁ ଶୌର୍ଯ୍ୟଚକ୍ର ପ୍ରଦାନ । ଶହୀଦ କମାଣ୍ଡୋ ଦେବାଶିଷ ସେଠୀ ଓ ସୁଧୀର ଟୁଡୁଙ୍କୁ ମରଣୋତ୍ତର ଭାବେ ଏହି ସମ୍ମାନରେ ସମ୍ମାନିତ କରାଯାଇଛି । ଆଜି (ମଙ୍ଗଳବାର) ରାଷ୍ଟ୍ରପତି ଭବନରେ ଆୟୋଜିତ ସ୍ବତନ୍ତ୍ର ସମାରୋହରେ ଏହି ସମ୍ମାନ ପ୍ରଦାନ କରିଛନ୍ତି ରାଷ୍ଟ୍ରପତି ରାମନାଥ କୋବିନ୍ଦ । ଦୁଇ ଶହୀଦଙ୍କ ସମ୍ପର୍କୀୟ ରାଷ୍ଟ୍ରପତିଙ୍କ ନିକଟରୁ ଏହି ସମ୍ମାନ ଗ୍ରହଣ କରିଛନ୍ତି ।

  • Debasis Sethy & Sudhir Kumar Tudu, Commandos of Odisha Police, awarded the Shaurya Chakra (posthumously) at the Rashtrapati Bhawan.

    Debasis Sethy's parents Chhayi & Sanatan Sethy, and Sudhir Kumar Tudu's mother Jwala Tudu, received their awards from President Ram Nath Kovind. pic.twitter.com/DIdMabR8yq

    — ANI (@ANI) May 31, 2022 " class="align-text-top noRightClick twitterSection" data=" ">

ଉଭୟ ଓଡିଶା ପୋଲିସରେ କମାଣ୍ଡୋ ଭାବେ କାର୍ଯ୍ୟରତ ଥିବା ବେଳେ ଶହୀଦ ହୋଇଥିଲେ । ଶହୀଦ ଦେବାଶିଷଙ୍କ ବାପା ଓ ମା’ ଆଜିର ସମାରୋହରେ ଉପସ୍ଥିତ ରହି ରାଷ୍ଟ୍ରପତିଙ୍କ ଠାରୁ ଏହି ସମ୍ମାନ ଗ୍ରହଣ କରିଥିଲେ । ସେହିପରି ଶହୀଦ ସୁଧୀରଙ୍କ ମାଙ୍କୁ ରାଷ୍ଟ୍ରପତି ଏହି ସମ୍ମାନରେ ସମ୍ମାନୀତ କରିଛନ୍ତି ।

ଓଡ଼ିଶାର 2 ବୀରପୁତ୍ରଙ୍କୁ ମରଣୋତ୍ତର ଶୌର୍ଯ୍ୟଚକ୍ର ସମ୍ମାନ

ଶହୀଦ ସୁଧୀର ଟୁଡୁଙ୍କ ମା' ଗ୍ରହଣ କଲେ ଶୌର୍ଯ୍ୟଚକ୍ର ପଦକ

ଦେବାଶିଷ ସେଠୀଙ୍କ ପିତାମାତାଙ୍କୁ ଶୌର୍ଯ୍ୟଚକ୍ର ପଦକ ଦେଲେ ରାଷ୍ଟ୍ରପତି

ରାଷ୍ଟ୍ରପତି ଭବନରେ ଆୟୋଜିତ ସ୍ଵତନ୍ତ୍ର ଉତ୍ସବରେ ଶୌର୍ଯ୍ୟଚକ୍ର ପ୍ରଦାନ

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.