ନୂଆଦିଲ୍ଲୀ: ଓଡ଼ିଶାର ୨ ଶହୀଦଙ୍କୁ ଶୌର୍ଯ୍ୟଚକ୍ର ପ୍ରଦାନ । ଶହୀଦ କମାଣ୍ଡୋ ଦେବାଶିଷ ସେଠୀ ଓ ସୁଧୀର ଟୁଡୁଙ୍କୁ ମରଣୋତ୍ତର ଭାବେ ଏହି ସମ୍ମାନରେ ସମ୍ମାନିତ କରାଯାଇଛି । ଆଜି (ମଙ୍ଗଳବାର) ରାଷ୍ଟ୍ରପତି ଭବନରେ ଆୟୋଜିତ ସ୍ବତନ୍ତ୍ର ସମାରୋହରେ ଏହି ସମ୍ମାନ ପ୍ରଦାନ କରିଛନ୍ତି ରାଷ୍ଟ୍ରପତି ରାମନାଥ କୋବିନ୍ଦ । ଦୁଇ ଶହୀଦଙ୍କ ସମ୍ପର୍କୀୟ ରାଷ୍ଟ୍ରପତିଙ୍କ ନିକଟରୁ ଏହି ସମ୍ମାନ ଗ୍ରହଣ କରିଛନ୍ତି ।
-
Debasis Sethy & Sudhir Kumar Tudu, Commandos of Odisha Police, awarded the Shaurya Chakra (posthumously) at the Rashtrapati Bhawan.
— ANI (@ANI) May 31, 2022 " class="align-text-top noRightClick twitterSection" data="
Debasis Sethy's parents Chhayi & Sanatan Sethy, and Sudhir Kumar Tudu's mother Jwala Tudu, received their awards from President Ram Nath Kovind. pic.twitter.com/DIdMabR8yq
">Debasis Sethy & Sudhir Kumar Tudu, Commandos of Odisha Police, awarded the Shaurya Chakra (posthumously) at the Rashtrapati Bhawan.
— ANI (@ANI) May 31, 2022
Debasis Sethy's parents Chhayi & Sanatan Sethy, and Sudhir Kumar Tudu's mother Jwala Tudu, received their awards from President Ram Nath Kovind. pic.twitter.com/DIdMabR8yqDebasis Sethy & Sudhir Kumar Tudu, Commandos of Odisha Police, awarded the Shaurya Chakra (posthumously) at the Rashtrapati Bhawan.
— ANI (@ANI) May 31, 2022
Debasis Sethy's parents Chhayi & Sanatan Sethy, and Sudhir Kumar Tudu's mother Jwala Tudu, received their awards from President Ram Nath Kovind. pic.twitter.com/DIdMabR8yq
ଉଭୟ ଓଡିଶା ପୋଲିସରେ କମାଣ୍ଡୋ ଭାବେ କାର୍ଯ୍ୟରତ ଥିବା ବେଳେ ଶହୀଦ ହୋଇଥିଲେ । ଶହୀଦ ଦେବାଶିଷଙ୍କ ବାପା ଓ ମା’ ଆଜିର ସମାରୋହରେ ଉପସ୍ଥିତ ରହି ରାଷ୍ଟ୍ରପତିଙ୍କ ଠାରୁ ଏହି ସମ୍ମାନ ଗ୍ରହଣ କରିଥିଲେ । ସେହିପରି ଶହୀଦ ସୁଧୀରଙ୍କ ମାଙ୍କୁ ରାଷ୍ଟ୍ରପତି ଏହି ସମ୍ମାନରେ ସମ୍ମାନୀତ କରିଛନ୍ତି ।
ଓଡ଼ିଶାର 2 ବୀରପୁତ୍ରଙ୍କୁ ମରଣୋତ୍ତର ଶୌର୍ଯ୍ୟଚକ୍ର ସମ୍ମାନ
ଶହୀଦ ସୁଧୀର ଟୁଡୁଙ୍କ ମା' ଗ୍ରହଣ କଲେ ଶୌର୍ଯ୍ୟଚକ୍ର ପଦକ
ଦେବାଶିଷ ସେଠୀଙ୍କ ପିତାମାତାଙ୍କୁ ଶୌର୍ଯ୍ୟଚକ୍ର ପଦକ ଦେଲେ ରାଷ୍ଟ୍ରପତି
ରାଷ୍ଟ୍ରପତି ଭବନରେ ଆୟୋଜିତ ସ୍ଵତନ୍ତ୍ର ଉତ୍ସବରେ ଶୌର୍ଯ୍ୟଚକ୍ର ପ୍ରଦାନ
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ