ETV Bharat / bharat

ଭ୍ୟାକ୍ସିନ କକଟେଲକୁ ମିଳିଲା DCGIଙ୍କ ଅନୁମତି

author img

By

Published : Aug 11, 2021, 11:23 AM IST

କୋଭାକ୍ସିନ୍ ଏବଂ କୋଭିଶିଲ୍ଡର ମିଶ୍ରଣ ଅଧ୍ୟୟନକୁ ଅନୁମୋଦନ ଦେଲେ ଡ୍ରଗ୍ କଣ୍ଟ୍ରୋଲର୍ ଜେନେରାଲ୍ ଅଫ୍ ଇଣ୍ଡିଆ (DCGI) । ଅଧ୍ୟୟନରେ କୁହାଯାଇଥିଲା ଯେ, କୋଭିଡ-19ର କୋଭିଶିଲ୍ଡ ଏବଂ କୋଭାକ୍ସିନ ଟିକାର ମିଶ୍ରିତ ଡୋଜ ନେବା ଦ୍ବାରା ଏହା ରୋଗ ପ୍ରତିରୋଧକ ଶକ୍ତି ବଢାଥାଏ। ଅଧିକ ପଢନ୍ତୁ...

କୋଭାକ୍ସିନ୍ ଏବଂ କୋଭିଶିଲ୍ଡର ମିଶ୍ରଣକୁ DCGI ଦେଲେ ଅନୁମତି

ନୂଆଦିଲ୍ଲୀ: କୋଭାକ୍ସିନ୍ ଏବଂ କୋଭିଶିଲ୍ଡର ମିଶ୍ରଣ(କକଟେଲ) ଅଧ୍ୟୟନକୁ ଅନୁମୋଦନ ଦେଲେ ଡ୍ରଗ୍ କଣ୍ଟ୍ରୋଲର୍ ଜେନେରାଲ୍ ଅଫ୍ ଇଣ୍ଡିଆ (DCGI) । ନିକଟରେ ଇଣ୍ଡିଆନ୍ କାଉନସିଲ୍ ଅଫ୍ ମେଡିକାଲ୍ ରିସର୍ଚ୍ଚ (ICMR) ଦ୍ୱାରା କରାଯାଇଥିବା ଏକ ଅଧ୍ୟୟନରେ କୁହାଯାଇଥିଲା ଯେ, କୋଭିଡ-19ର କୋଭିଶିଲ୍ଡ ଏବଂ କୋଭାକ୍ସିନ ଟିକାର ମିଶ୍ରିତ ଡୋଜ ନେବା ଦ୍ବାରା ଏହା ରୋଗ ପ୍ରତିରୋଧକ ଶକ୍ତି ବଢାଥାଏ।

ତେବେ ICMRର ଏହି ଅଧ୍ୟୟନ ଉତ୍ତରପ୍ରଦେଶର 98 ଜଣଙ୍କ ଉପରେ କରାଯାଇଥିଲା, ଯେଉଁଥିରୁ 18 ଜଣ ଅଜାଣତରେ ପ୍ରଥମ ଡୋଜ କୋଭିଶିଲ୍ଡ ଏବଂ କୋଭାକ୍ସିନର ଦ୍ୱିତୀୟ ଡୋଜ ନେଇଥିଲେ । ଯାହା ଅଧ୍ୟୟନରୁ ଜଣାପଡିଛି ଯେ, ଏହି ଦୁଇଟି ଟିକାର ଗୋଟିଏ ଗୋଟିଏ ଡୋଜ ନେବା ଦ୍ବାରା ଉନ୍ନତ ରୋଗ ପ୍ରତିରୋଧକ ଶକ୍ତି ବଢିଥାଏ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.