ETV Bharat / bharat

ଦାନ୍ତେୱାଡାରେ ବିଜାପୁର ବଦଲା, ଏନକାଉଣ୍ଟରରେ ଜଣେ ନକ୍ସଲ ନିପାତ

author img

By

Published : Apr 11, 2021, 4:59 PM IST

ରବିବାର ଦାନ୍ତେୱାଡାରେ ସୁରକ୍ଷକର୍ମୀ ଓ ନକ୍ସଲଙ୍କ ମଧ୍ୟରେ ହୋଇଛି ବଡ ଏନକାଉଣ୍ଟର । ଘଟଣାରେ ଜଣେ ନକ୍ସଲର ମୃତଦେହ ଉଦ୍ଧାର କରାଯାଇଥିବା ବେଳେ ଅନେକ ଏହି ଏନକାଉଣ୍ଟରରେ ନିପାତ ହୋଇଥିବା କୁହାଯାଉଛି । ଅଧିକ ପଢନ୍ତୁ...

ଦାନ୍ତେୱାଡାରେ ବିଜାପୁର ବଦଲା, ଏନକାଉଣ୍ଟରରେ ଜଣେ ନକ୍ସଲ ନିପାତ
ଦାନ୍ତେୱାଡାରେ ବିଜାପୁର ବଦଲା, ଏନକାଉଣ୍ଟରରେ ଜଣେ ନକ୍ସଲ ନିପାତ

ରାୟପୁର: ଛତିଶଗଡ ଦାନ୍ତେୱ୍ବାଡାରେ ବିଜାପୁର ଆକ୍ରମଣର ପ୍ରତିଶୋଧ ନେଇଛନ୍ତି ସୁରକ୍ଷାକର୍ମୀ । ରବିବାର ଦାନ୍ତେୱାଡାରେ ସୁରକ୍ଷକର୍ମୀ ଓ ନକ୍ସଲଙ୍କ ମଧ୍ୟରେ ହୋଇଛି ବଡ ଏନକାଉଣ୍ଟର । ଘଟଣାରେ ଜଣେ ନକ୍ସଲର ମୃତଦେହ ଉଦ୍ଧାର କରାଯାଇଥିବା ବେଳେ ଅନେକ ଏହି ଏନକାଉଣ୍ଟରରେ ନିପାତ ହୋଇଥିବା କୁହାଯାଉଛି ।

ସୁରକ୍ଷାବଳର ଯବାନ ଓ କଟେକଲ୍ୟାଣ କମିଟି ନକ୍ସଲଙ୍କ ମଧ୍ୟରେ ଏହି ଏନକାଉଣ୍ଟର ହୋଇଛି । ଦାନ୍ତେୱାଡା ଗାଦାମ ଓ ଜଙ୍ଗମପାଲ ଜଙ୍ଗଲରେ ଚାଲିଛି ଏନକାଉଣ୍ଟର । ଏଥିରେ ନକ୍ସଲ ବେଟ୍ଟି ହୁଙ୍ଗାର ମୃତ୍ୟୁ ହୋଇଛି । ମୃତ ନକ୍ସଲ ବେଟ୍ଟି ହୁଙ୍ଗା ଉପରେ ରହିଥିଲା 1 ଲକ୍ଷ ଟଙ୍କାର ପୁରସ୍କାର ରାଶି ।

ଘଟଣାସ୍ଥଳରୁ 2 କିଲୋଗ୍ରାମ IED ବିସ୍ଫୋରକ, 8 ମିମି ପିସ୍ତଲ, ଗୋଟିଏ ବନ୍ଧୁକ ସମେତ ଅନ୍ୟାନ୍ୟ ସାମଗ୍ରୀ ଜବତ କରାଯାଇଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.