ETV Bharat / bharat

ସହଯୋଗର ହାତ ବଢାଇଲେ ଦଲାଇଲାମା, ପିଏମ କେୟାର ଫଣ୍ଡକୁ ଦେଲେ ଟୋକନ୍ - PM-Cares Fund

ପିଏମ କେୟାର ଫଣ୍ଡକୁ ଏକତାର ଟୋକନ୍ ପ୍ରଦାନ କରି କୋରୋନା ଲଢେଇରେ ସାମିଲ ହେଲେ ତିବ୍ବତୀୟ ଧର୍ମଗୁରୁ ଦଲାଇଲାମା । ଅଧିକ ପଢନ୍ତୁ...

ମହାମାରୀ ବିରୋଧରେ ଲଢେଇ ପାଇଁ ପିଏମ କେୟାର ଫଣ୍ଡକୁ ଟୋକନ୍ ପ୍ରଦାନ କଲେ ଦଲାଇ ଲାମା

author img

By

Published : Apr 27, 2021, 11:49 AM IST

ସିମଲା: କୋରୋନା ଲଢେଇରେ ସାମିଲ ହେଲେ ତିବ୍ଦତୀୟ ଧର୍ମଗୁରୁ ଦଲାଇଲାମା । ଏନେଇ ଆଜି ଭାରତୀୟ ଭାଇ ଓ ଭଉଣୀମାନଙ୍କ ସହ ପିଏମ କେୟାର ଫଣ୍ଡକୁ ଏକତାର ଟୋକନ୍ ପ୍ରଦାନ କରିଛନ୍ତି ଦଲାଇଲାମ। ।

ଦଲାଇ ଲାମା ତାଙ୍କ ବିବୃତ୍ତିରେ କହିଛନ୍ତି ଯେ, କୋଭିଡ -19 ମହାମାରୀ ସମଗ୍ର ଭାରତ ସମେତ ସମଗ୍ର ବିଶ୍ବରେ ସୃଷ୍ଟି କରୁଥିବା ଚ୍ୟାଲେଞ୍ଜକୁ ମୁଁ ଅନୁସରଣ କରୁଛି । ଏହି ବିପଦ ସମୟରେ ମୁଁ ଭାରତୀୟ ଭାଈ ଓ ଭଉଣୀମାନଙ୍କ ସହ ଏକତାର ଟୋକନ୍ ପିଏମ କେୟାର ଫଣ୍ଡକୁ ଦାନ ଦେବାକୁ ଦଲାଇଲାମା ଟ୍ରଷ୍ଟକୁ କହିଛି । ଏହି ଭୟଙ୍କର ମହାମାରୀର ମୁକାବିଲା ପାଇଁ ସମସ୍ତ ପ୍ରୟାସକୁ ମୁଁ କୃତଜ୍ଞତା ଜଣାଉଛି । ବିଶେଷ କରି ଯେଉଁମାନେ ଫ୍ରଣ୍ଟଲାଇନ ଓ୍ବାର୍କର ରହିଛନ୍ତି । ମୁଁ ପ୍ରାର୍ଥନା କରୁଛି ଯେ ଏହି ମହାମାରୀ ବିପଦ ଖୁବଶୀଘ୍ର ଶେଷ ହୋଇଯାଉ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

For All Latest Updates

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.