ETV Bharat / bharat

Horoscope: ବିତ୍ତୀୟ ଦେଣନେଣ ଉଭୟ ଲାଭଦାୟକ, ଆଜି କାର୍ଯ୍ୟକ୍ଷମତାରୁ ପ୍ରେରଣା ନେବେ ଏହି ରାଶିର ବ୍ୟକ୍ତି

ଆଜି କେମିତି ରହିବ ଆପଣଙ୍କ ଦିନ । ଜାଣିବା ପାଇଁ ଇଟିଭି ଭାରତରେ ପଢନ୍ତୁ, ଆଜିର ରାଶିଫଳ ।

Horoscope
Horoscope
author img

By ETV Bharat Odisha Team

Published : Oct 17, 2023, 12:06 AM IST

ମେଷ: କାମଦେବ ଆଜି ପ୍ରେମର ବାର୍ତ୍ତା ପ୍ରଦାନ କରିବେ । ଆପଣ ପ୍ରଲୋଭନ ଦ୍ୱାରା ବନ୍ଧା ହେବେ । ଆପଣ ଭୁଲିଯାଇ ପାରନ୍ତି ଯେ ଆପଣଙ୍କର ଇଚ୍ଛା ଏକ ତରଫା ଅଟେ । ଯଦି ଆପଣ ସମସ୍ୟାଯୁକ୍ତ ସମ୍ପର୍କରେ ଅଛନ୍ତି, ତେବେ ଆପଣ ଅମିମାଂସିତ ସମସ୍ୟାର ଅନ୍ତର୍ଦୃଷ୍ଟି ପ୍ରାପ୍ତ କରିପାରନ୍ତି ।

ବୃଷ: ଆଜି ଆପଣ ଯାହା କିଛି ଆରମ୍ଭ କରିବେ ସେଥିରେ ସଫଳତା ମିଳିବାର ସମ୍ଭାବନା ଅଛି । ଦ୍ୱିପ୍ରହରରେ ବିତ୍ତୀୟ ଦେଣନେଣ ଉଭୟ ଲାଭଦାୟକ ଓ ସନ୍ତୋଷଜନକ ହେବ । ଆଜିର ଦିନ ଆଶାନୁରୂପକ ରୋମାଞ୍ଚକର ହୋଇ ନ ପାରେ । ସନ୍ଧ୍ୟା କଷ୍ଟଦାୟକ ଓ କ୍ଳାନ୍ତଭରା ହେବ ।

ମିଥୁନ: ନିଜ ପରିବାର ଓ ବନ୍ଧୁମାନଙ୍କୁ ଉତ୍ସାହିତ ଓ ସନ୍ତୁଷ୍ଟ ରଖିବା ପାଇଁ ନିରନ୍ତର ପ୍ରୟାସ କରିବେ । ଆପଣ ତାଙ୍କୁ ଯେତେ ଖୁସି ଦେବେ ସେମାନେ ଆହୁରି ଅଧିକ ବଢ଼ିବେ। ଆପଣଙ୍କୁ ପରାମର୍ଶ ଦିଆଯାଉଛି ଯେ ନିଜକୁ ମଧ୍ୟ କିଛି ସମୟ ଦିଅନ୍ତୁ ।

କର୍କଟ: ଆଜି ଆପଣ ଏକ ଚିରସ୍ଥାୟୀ ଆଶାବାଦୀ ବ୍ୟକ୍ତି ହେବେ । ଆପଣଙ୍କ ଉପଲବ୍ଧି ଅନ୍ୟମାନଙ୍କୁ ନକଲ କରିବା ପାଇଁ ପ୍ରେରିତ କରିବ । ଆଜି ସନ୍ଧ୍ୟାରେ ଆପଣ ନିଜ ବନ୍ଧୁବାନ୍ଧବଙ୍କ ସହ ଖୁସି ଓ ମଜାରେ ବିତାଇବେ । ଆପଣ ସେସବକୁ ପୁରା କରିବା ପାଇଁ ଏକ ବିଶିଷ୍ଟ ଉଦାରଣର ଅନୁସରଣ କରିବେ।

ସିଂହ: ଆଣଙ୍କ ଉତ୍‍ଫୁଲ୍ଲିତ ମନ ଯୋଗୁଁ ଖର୍ଚ୍ଚର ପରିମାଣ ବଢ଼ିପାରେ । ଏହା ଆପଣଙ୍କୁ କମ୍ କରିବାକୁ ପଡିବ । ଦିନର ଦ୍ୱିତୀୟାର୍ଦ୍ଧରେ କର୍ମକ୍ଷେତ୍ରରେ ଛୋଟ ଛୋଟ ସମସ୍ୟା ଦେଖାଯାଇପାରେ । ଦୟାକରି ଏହାକୁ ବନ୍ଦ କରନ୍ତୁ ନାହିଁ ଅନ୍ୟଥା ପରେ ଆପଣଙ୍କ ମନର ଶାନ୍ତି ଚାଲିଯିବ ।

କନ୍ୟା: ଖରାପ ସମ୍ପର୍କକୁ ସୁଧାରିବା ପାଇଁ ଚେଷ୍ଟା କରିପାରନ୍ତି । କାର୍ଯ୍ୟକ୍ଷେତ୍ରରେ ନିଜର ଗତିବିଧି ଓ ବାକ୍ୟ ମାଧ୍ୟମରେ ଅନ୍ୟମାନଙ୍କୁ ଆକର୍ଷିତ କରିବେ । ଆପଣଙ୍କ ଆଖପାଖରେ ଥିବା ଲୋକଙ୍କୁ ନିଜର ଗପରେ ବାନ୍ଧି ରଖିବେ । ସେମାନଙ୍କ ମନରେ ସଦ୍ଭାବନା ଆଣି ନିଜକୁ ସ୍ୱତନ୍ତ୍ର ଅନୁଭବ କରିବେ ।

ତୁଳା: ଆପଣ ଏକ ପରିଯୋଜନା ନେବେ ଓ ଏହାକୁ କୌଣସି ପ୍ରକାରରେ ପୁରା କରିବେ । ଆପଣଙ୍କ ସହକର୍ମୀ ଓ ଉପରିସ୍ଥ କର୍ମଚାରୀ ଆପଣଙ୍କ କାର୍ଯ୍ୟକ୍ଷମତାରୁ ପ୍ରେରଣା ନେବେ । ଏହା ସେହି ସମୟରେ ପରିଲକ୍ଷିତ ହୁଏ ଯେଉଁ ସମୟରେ ଆପଣଙ୍କର ପଦୋନ୍ନତି ହେବାର ସମ୍ଭାବନା ଥାଏ ଅଥବା ବେତନ ବୃଦ୍ଧି ହୁଏ ।

ବିଛା: ଆପଣ ଦଳର ନେତା ହେବା ପାଇଁ ସମସ୍ତ ଗୁଣ ଅଛି । ସେସବୁକୁ ଦେଖାଇବା ପାଇଁ ଆଜି ଅବସର ନେବେ । ଆପଣଙ୍କ ଗତିଶୀଳ ଵ୍ୟକ୍ତିତ୍ୱ ଏହା ପ୍ରମାଣିତ କରୁଛି ଯେ ଆପଣ ଏକ ଦୁଃସାହସିକ ସମୁଦ୍ର ନାବିକ ଅଟନ୍ତି ।

ଧନୁ: କଥାରେ ନ କହି କାର୍ଯ୍ୟରେ ପରିଣତ କରିବା ସବୁଠି ଭଲ । ଏହା କେବଳ ଆଜି ପାଇଁ ନୁହେଁ ସବୁଦିନ ପାଇଁ ପ୍ରଜୁଯ୍ୟ । ଆପଣଙ୍କ କାର୍ଯ୍ୟଶକ୍ତିକୁ ପ୍ରଦର୍ଶିତ କରିବାର ସୁଯୋଗ ପ୍ରଦାନ କରନ୍ତୁ । ଆପଣ ନିଜର ଗତିବିଧି ଦ୍ୱାରା ନିଜର ଵ୍ୟକ୍ତିତ୍ୱ ଉନ୍ନତି ସାଧନ କରିବା ପାଇଁ ଚେଷ୍ଟା କରିବେ । ଆପଣଙ୍କର ସ୍ୱପ୍ନର ଘରକୁ ତୋଳିବା ପାଇଁ ଅନ୍ୟମାନେ ଉତ୍ସାହ ପ୍ରଦାନ କରିବେ ।

ମକର: ଭଗବାନ ସେମାନଙ୍କୁ ସକ୍ଷମ କରନ୍ତି ଯେ ନିଜେ ନିଜକୁ ସାହାଯ୍ୟ କରେ । ସେଥିପାଇଁ ପରିଶ୍ରମୀ ହୁଅନ୍ତୁ ଓ ନିଜର ମାନସିକ ଓ ଶାରୀରିକ ଯତ୍ନ ନେବା ସହ ନିଜ ସ୍ୱପ୍ନ ଉପରେ ଭରଷା ରଖନ୍ତୁ । ଆପଣଙ୍କ ସଂଗଠନରେ କିଛି ଅପ୍ରତିକର ଘଟଣା ଘଟିବାର ସମ୍ଭାଵନା ଅଛି, ସେଥିପ୍ରତି ସତର୍କ ରୁହନ୍ତୁ ।

କୁମ୍ଭ: ଯଦି ଆପଣ ଜଣେ ମାଲିକ ଅଟନ୍ତି ତେବେ ଆଜି ଘରେ ଓ କାମରେ ଏକାପରି ଅନୁଭବ କରିବେ ନାହିଁ । କାର୍ଯ୍ୟଭାର ଯୋଗୁଁ ଆପଣ ଭାଙ୍ଗି ପଡ଼ିବେ । ତାହା ଅତିଶୀଘ୍ର ପୂର୍ଣ୍ଣ ହେବ । ଆପଣଙ୍କ ଯୋଗ୍ୟତା ଅଧିନସ୍ଥଙ୍କୁ ପ୍ରେରଣା ଯୋଗାଇବ ଓ ପ୍ରତିବଦ୍ଧତାପୂର୍ଣ୍ଣ ଦୃଷ୍ଟିଭଙ୍ଗୀ ସମ୍ମାନ ବଢ଼ାଇବ।

ମୀନ: ଆପଣ ଦୀର୍ଘ ସମୟ ଧରି ଆପଣଙ୍କ ପୂର୍ଵ ପ୍ରର୍ଦଶନ ବିଷୟରେ ଚିନ୍ତା କରୁଛନ୍ତି ଓ ଆଜିର ଦିନରେ ଆପଣ ଆହୁରି ଭଲ ପ୍ରଦର୍ଶନ କରିପାରିଵେ । ଆପଣଙ୍କ ସାଙ୍ଗସାଥୀ ଆପଣଙ୍କୁ ଅସୁବିଧାରେ ପକାଇବା ପାଇଁ ଚେଷ୍ଟା କରି ପାରନ୍ତି କିନ୍ତୁ ଆପଣ ସେସବକୁ ଚିହ୍ନଟ କରି ସେଥିରୁ ସହଜରେ ମୁକ୍ତି ପାଇପାରିବେ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.