ETV Bharat / bharat

ମୁମ୍ବାଇରେ ଫାଟିଲା ଗ୍ୟାସ ସିଲିଣ୍ଡର, 16 ଆହତ

author img

By

Published : Dec 6, 2020, 10:52 AM IST

ମୁମ୍ବାଇର ଲାଲବାଗ ଅଞ୍ଚଳରେ ଫାଟିଲା ଗ୍ୟାସ ସିଲିଣ୍ଡର । ଫଳରେ ଏଥିରେ 16ଜଣ ଆହତ ହୋଇଛନ୍ତି । ଅଧିକ ପଢନ୍ତୁ...

ମୁମ୍ବାଇରେ ଫାଟିଲା ଗ୍ୟାସ ସିଲିଣ୍ଡର, 16 ଆହତ
ମୁମ୍ବାଇରେ ଫାଟିଲା ଗ୍ୟାସ ସିଲିଣ୍ଡର, 16 ଆହତ

ମୁମ୍ବାଇ: ମୁମ୍ବାଇର ଲାଲବାଗ ଅଞ୍ଚଳରେ ଅଘଟଣ । ଫାଟିଲା ଗ୍ୟାସ ସିଲିଣ୍ଡର । ଫଳରେ ଏଥିରେ 16ଜଣ ଆହତ ହୋଇଛନ୍ତି । ସକାଳ 7ଟା 23 ମିନିଟ୍‌ ସମୟରେ ଘଟିଛି ଏହି ଅଘଟଣ ।

ଆହତ ମାନଙ୍କ ମଧ୍ୟରୁ 12 ଜଣଙ୍କୁ କେଇଏମ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଅନ୍ୟ 4 ଜଣ ଆହତଙ୍କୁ ଗ୍ଲୋବାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଏନେଇ ବିଏମସି ପକ୍ଷରୁ ସୂଚନା ଦିଆଯାଇଛି । ସେପଟେ ଘଟଣାସ୍ଥଳରେ 2ଟି ଦମକଳ ଗାଡି ପହଞ୍ଚି ନିଆଁକୁ ଆୟତ୍ତ କରିଛି । ତେବେ କେଉଁ କାରଣରୁ ଗ୍ୟାସ ସିଲିଣ୍ଡର ବ୍ଲାଷ୍ଟ ହେଲା ତାହା ଜଣାପଡି ନାହିଁ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.