ETV Bharat / bharat

କୋଭିଡ ପରୀକ୍ଷା ପାଇଁ କରୁଛନ୍ତି କି CT-Scan ? ଜାଣନ୍ତୁ ଏହା କେତେ ବିପଦଜନକ...

author img

By

Published : May 3, 2021, 7:27 PM IST

RT-PCR ଟେଷ୍ଟରେ ଧରାପଡୁନଥିବା ସାମ୍ନାକୁ ଆସୁଛି ଖବର । ଏନେଇ ରୋଗୀଙ୍କୁ କରିବାକୁ ପଡୁଛି ସିଟିସ୍କାନ । ହେଲେ କୋରୋନା ଯାଞ୍ଚ ପାଇଁ ସିଟି ସ୍କାନ କେତେ ବିପଦଜନକ ? ଅଧିକ ପଢନ୍ତୁ...

କୋଭିଡ ପରୀକ୍ଷା ପାଇଁ କରୁଛନ୍ତି କି CT-Scan ? ଜାଣନ୍ତୁ ଏହା କେତେ ବିପଦଜନକ...
କୋଭିଡ ପରୀକ୍ଷା ପାଇଁ କରୁଛନ୍ତି କି CT-Scan ? ଜାଣନ୍ତୁ ଏହା କେତେ ବିପଦଜନକ...

ନୂଆଦିଲ୍ଲୀ: ମହାମାରୀ କୋରୋନାର ଦ୍ବିତୀୟ ଲହରୀ ମଧ୍ୟରେ ନୂଆ ଭ୍ୟାରିଏଣ୍ଟ RT-PCR ଟେଷ୍ଟରେ ଧରାପଡୁନଥିବା ସାମ୍ନାକୁ ଆସୁଛି ଖବର । ଏନେଇ ରୋଗୀଙ୍କୁ କରିବାକୁ ପଡୁଛି ସିଟିସ୍କାନ । ହେଲେ କୋରୋନା ଯାଞ୍ଚ ପାଇଁ ସିଟି ସ୍କାନ କେତେ ବିପଦଜନକ ?

ଏମ୍ସ ନିର୍ଦ୍ଦେଶକ ଡାକ୍ତର ରଣଦୀପ ଗୁଲେରିଆଙ୍କ କହିବାନୁଯାୟୀ, ଯଦି କୋରୋନାର ସାମାନ୍ୟ ଲକ୍ଷଣ ରହିଛି, ତାହେଲେ ସିଟିସ୍କାନ କରିବାର କୌଣସି ଆବଶ୍ୟକତା ନାହିଁ । ସିଟିସ୍କାନ ସ୍ବାସ୍ଥ୍ୟ ପାଇଁ କ୍ଷତିକାରକ ବୋଲି କହିଛନ୍ତି ଡାକ୍ତର ଗୁଲେରିଆ ।

ଡାକ୍ତର ଗୁଲେରିଆ କହିଛନ୍ତି, ସିଟିସ୍କାନ ଓ ବାୟୋମାର୍କର ଭୁଲ ବ୍ୟବହାର କରାଯାଉଛି । ଯଦି ସାମାନ୍ୟ ଲକ୍ଷଣ ରହିଛି ତେବେ ସିଟିସ୍କାନ କଲେ କୌଣସି ଲାଭ ହେବନାହିଁ ।

ଗୋଟିଏ ସିଟିସ୍କାନ 300 ହାର୍ଟ ଏକ୍ସରେ ସହ ସମାନ । ଏହା ଅତ୍ୟନ୍ତ ହାନିକାରକ ବୋଲି କହିଛନ୍ତି ଡାକ୍ତର ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.