ETV Bharat / bharat

ଦେହୁରେ ସନ୍ଥ ତୁକୁରାମ ମହାରାଜ ମୂର୍ତ୍ତିର ଉଦଘାଟନ କରିବେ ମୋଦି

ଆସନ୍ତା ୧୪ ତାରିଖରେ ଦେହୁରେ ସନ୍ଥ ତୁକୁରାମ ମହାରାଜ ମୂର୍ତ୍ତିର ଉଦଘାଟନ କରିବେ ମୋଦି । ଏହି ଉଦଘାଟନୀ ଉତ୍ସବରେ ମନ୍ଦିର ଟ୍ରଷ୍ଟ ପକ୍ଷରୁ ମୋଦିଙ୍କୁ ତୁକାରାମ ପଗଡି ପ୍ରଦାନ କରାଯିବ । ଅଧିକ ପଢନ୍ତୁ

author img

By

Published : Jun 11, 2022, 3:09 PM IST

ଦେହୁରେ ସନ୍ଥ ତୁକୁରାମ ମହାରାଜ ମୂର୍ତ୍ତିର ଉଦଘାଟନ କରିବେ ମୋଦି
ଦେହୁରେ ସନ୍ଥ ତୁକୁରାମ ମହାରାଜ ମୂର୍ତ୍ତିର ଉଦଘାଟନ କରିବେ ମୋଦି

ପୁଣେ: ଆସନ୍ତା ୧୪ ତାରିଖରେ ଦେହୁରେ ସନ୍ଥ ତୁକୁରାମ ମହାରାଜ ମୂର୍ତ୍ତିର ଉଦଘାଟନ କରିବେ ମୋଦି । ଏହି ଉଦଘାଟନୀ ଉତ୍ସବରେ ମନ୍ଦିର ଟ୍ରଷ୍ଟ ପକ୍ଷରୁ ମୋଦିଙ୍କୁ ତୁକାରାମ ପଗଡି ପ୍ରଦାନ କରାଯିବ । ଏନେଇ ପ୍ରଶାସନ ପକ୍ଷରୁ ସ୍ବତନ୍ତ୍ର ପ୍ରସ୍ତୁତି କରାଯାଇଛି । ଏଥିପାଇଁ ଦେହୁର ଟ୍ରଷ୍ଟି ପକ୍ଷରୁ ତୁକାରାମ ପଗଡି ପ୍ରସ୍ତୁ କରିବାକୁ ପୁଣେରୁ ଜଣାଶୁଣା ମୁରୁଦକର ଜେଣ୍ଡୱାଲେଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ଏନେଇ ଡିଜାଇନର ମୁରୁଦକର କହିଛନ୍ତି ଯେ, ପ୍ରଧାନମନ୍ତ୍ରୀ ତୁକାରାମ ମହାରାଜଙ୍କ ଚିନ୍ତାଧାରା ଆବଶ୍ୟକ କରନ୍ତି ।

ଏହାକୁ ଦୃଷ୍ଟିରେ ରଖି ତୁକାରାମ ମହାରାଜଙ୍କ ପଗଡି ପରି ପ୍ରଧାମମନ୍ତ୍ରୀଙ୍କ ପାଇଁ ପଗଡି ପ୍ରସ୍ତୁତ କରାଯାଇଛି । ସେହି ସମୟରେ ତୁକାରାମ ମହାରାଜଙ୍କ ପଗଡିରେ ବ୍ୟବହୃତ ହୋଇଥିବା ସମାନ କପଡାରେ ହିଁ ଏହି ପଗଡି ପ୍ରସ୍ତୁତ କରାଯାଇଛି । ଏହି ପଗଡିଟି ଫିକା ଧଳାରଙ୍ଗର କରାଯିବ । ଏହସହ ସେହିସମୟରେ ରାଜାଙ୍କ ପଗଡିରେ ଲେଖାଯାଇଥିବା ଅଭଙ୍ଗ ଲେଖାଯିବ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.