ETV Bharat / bharat

Covovax: ୧୨ ବର୍ଷ ପିଲାଙ୍କୁ ଦିଆଯିବ କୋଭିଡ ଟୀକା - ସେରମ ଇନଷ୍ଟିଚ୍ୟୁଟ୍‌

ପୁଣି କୋଭିଡ୍‌ ଟୀକା କ୍ଷେତ୍ରରେ ଭାରତକୁ ଆଉ ଏକ ସଫଳତା । ବୟସ୍କ ଓ ୧୨ ବର୍ଷ ଠାରୁ ପିଲାଙ୍କୁ ଦିଆଯିବ କୋଭିଡ ଟୀକା । ଅଧିକ ପଢନ୍ତୁ

କୋଭୋଭାକ୍ସ: ୧୨ ବର୍ଷ ପିଲାଙ୍କୁ ଦିଆଯିବ କୋଭିଡ ଟୀକା

author img

By

Published : Mar 9, 2022, 6:42 PM IST

ନୂଆଦିଲ୍ଲୀ: ପୁଣି କୋଭିଡ୍‌ ଟୀକା କ୍ଷେତ୍ରରେ ଭାରତକୁ ଆଉ ଏକ ସଫଳତା । ବୟସ୍କ ଓ ୧୨ ବର୍ଷଠୁ ଅଧିକ ପିଲାଙ୍କୁ ଦିଆଯିବ କୋଭିଡ ଟୀକା । ଆଜି କୋଭୋଭାକ୍ସ ଟୀକାର ଜରୁରୀକାଳୀନ ବ୍ୟବହାର ଲାଗି ଡ୍ରଗ୍‌ କଣ୍ଟ୍ରୋଲର ଜେନେରାଲ ଅଫ ଇଣ୍ଡିଆ (DCGI)ଙ୍କ ଅନୁମତି ମିଳିଛି ।

ତେବେ ଏହି ଟୀକା ବୟସ୍କ ଏବଂ ୧୨ ବର୍ଷର ପିଲାଙ୍କୁ ଜରୁରୀକାଳୀନ ବ୍ୟବହାର ପାଇଁ ଅନୁମତି ଦେଇଛନ୍ତି ଡ୍ରଗ୍‌ କଣ୍ଟ୍ରୋଲର ଜେନେରାଲ ଅଫ ଇଣ୍ଡିଆ (DCGI) । ସେରମ ଇନଷ୍ଟିଚ୍ୟୁଟ୍‌ ପକ୍ଷରୁ କୋଭୋଭାକ୍ସ ଅନୁମତି ଦେବା ଲାଗି ନିବେଦନ କରାଯାଇଥିଲା । ତେବେ ନୋଭାଭାକ୍ସ ବିଶ୍ବସ୍ତରୀୟ ଟ୍ରାଏଲରେ ପ୍ରାୟ ୯0 ପ୍ରତିଶତ ଆଣ୍ଟିବଡି ବୃଦ୍ଧି କରୁଥିବା ଦାବି କରିଛନ୍ତି ସେରମ ଇନଷ୍ଟିଚ୍ୟୁଟ୍‌ର ସିଇଓ ଅଦର ପୁନାୱାଲା ।

@ANI

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.