ETV Bharat / bharat

କୋଭିଡ କେୟାର ସେଣ୍ଟରରେ ପଡିଲା ହାତଗଣ୍ଠି - ବାହା ହେଲେ କୋରୋନା ସଂକ୍ରମିତ ଦମ୍ପତି

କୋଭିଡ କେୟାର ସେଣ୍ଟର କର୍ମଚାରୀ, ରୋଗୀ ମାନଙ୍କ ଉପସ୍ଥିତିରେ ବିବାହ ବନ୍ଧନରେ ବାନ୍ଧି ହେଲେ କୋରୋନାରେ ସଂକ୍ରମିତ ଦମ୍ପତି । ଅଧିକ ପଢନ୍ତୁ...

କୋଭିଡ କେୟାର ସେଣ୍ଟରରେ ଘରୋଇ ରିତିନିତିରେ ପଡିଲା ପଡିଲା ହାତ ଗଣ୍ଠି

author img

By

Published : May 16, 2021, 7:34 AM IST

ରାୟପୁର: ନା ବାଜୁଛି ବାଜା, ନା ଆସିଛି ରୋସଣି, ନା ଅଛନ୍ତି ବନ୍ଧୁ ପରିଜାନ । କୋଭିଡ କେୟାର ସେଣ୍ଟର କର୍ମଚାରୀ, ରୋଗୀ ମାନଙ୍କ ଉପସ୍ଥିତିରେ ବିବାହ ବନ୍ଧନରେ ବାନ୍ଧି ହେଲେ କୋରୋନାରେ ସଂକ୍ରମିତ ଦମ୍ପତି । ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ଛତିଶଗଡ ବାଲୋଡର ଏକ କୋଭିଡ କେୟାର ସେଣ୍ଟରରେ । ତାହା ପୁଣି ଘରୋଇ ବିବାହ ଢଙ୍ଗରେ ।

କୋଭିଡ କେୟାର ସେଣ୍ଟରରେ ଘରୋଇ ରିତିନିତିରେ ପଡିଲା ପଡିଲା ହାତ ଗଣ୍ଠି
କୋଭିଡ କେୟାର ସେଣ୍ଟରରେ ଘରୋଇ ରିତିନିତିରେ ପଡିଲା ପଡିଲା ହାତ ଗଣ୍ଠି

କୋଭିଡ କେୟାର ସେଣ୍ଟରରେ ବେଦି କରାଯାଇ ବେଦି ଉପରେ ସାକ୍ଷୀ ରଖି ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି ନବ ଦମ୍ପତି । ତେବେ ଘରୋଇ ରୀତିନୀତି ଅନୁଯାୟୀ ବିବାହ ସମ୍ପର୍ଣ୍ଣ ହୋଇଛି । ଘରୋଇ ଅନୁଭବ ପାଇଁ ଆମେ ଏହି ପରି ବିବାହ କରିବାକୁ ଆୟୋଜନ କଲୁ । ବିବାହ ପାଇଁ ଦମ୍ପତି ଏହି ପ୍ରସ୍ତାବ ଦେଇଥିଲେ । କର୍ମଚାରୀ, ରୋଗୀମାନଙ୍କ ଉପସ୍ଥିତିରେ ବିବାହ କାର୍ଯ୍ୟ ଶେଷ ହୋଇଛି । ଏହି ବିବାହ ପାରିବାରିକ ମଧ୍ୟରେ ହୋଇଥିବା ପରି ଅନୁଭବ ହୋଇଥିବା କହିଛନ୍ତି କୋଭିଡ କେୟାର ସେଣ୍ଟର ପରିଚାଳକ ।

@ANI

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.