ETV Bharat / bharat

କୁକୁରଙ୍କ ଅନ୍ନଦାତା ପାଲଟିଲେ ପୋଲିସ ଅଧିକାରୀ, ୩୫୦ରୁ ଊର୍ଦ୍ଧ୍ବ କୁକୁରଙ୍କୁ ଯୋଗାଉଛନ୍ତି ଖାଦ୍ୟ

author img

By

Published : Oct 6, 2021, 8:29 PM IST

ଆନ୍ଧ୍ରପ୍ରଦେଶର ଅନନ୍ତପୁର ଜିଲ୍ଲାର ଏକ ଦମ୍ପତି 350 ଭ୍ରମଣକାରୀ କୁକୁରଙ୍କ ପାଇଁ ସାଜିଛନ୍ତି ଅନ୍ନଦାତା । ଏହି ଯୋଡି ପ୍ରାୟ 22 ବର୍ଷ ଧରି ଭ୍ରମଣକାରୀ କୁକୁରଙ୍କୁ ଯୋଗାଉଛନ୍ତି ଖାଦ୍ୟ । ଅଧିକ ପଢନ୍ତୁ...

କୁକୁରଙ୍କ ଅନ୍ନଦାତା ପାଲଟିଲେ ପୋଲିସ ଅଧିକାରୀ, ୩୫୦ରୁ ଉର୍ଦ୍ଧ୍ବ କୁକୁରଙ୍କୁ ଯୋଗାଉଛନ୍ତି ଖାଦ୍ୟ

ଅମରାବତୀ: ଦୁନିଆରେ ଅନେକ ପୋଲିସର ଅଫିସର ନିଜ କର୍ତ୍ତବ୍ୟ ସମ୍ପାଦନ କରି ବିଭିନ୍ନ ପ୍ରଶଂସା ସାଉଁଟି ଥାଇପାରନ୍ତି । କିନ୍ତୁ ଇଏ ଜଣେ ଏପରି ପୋଲିସ ଅଫିସର ଯିଏକି ୩୫୦ଟି କୁକୁରଙ୍କୁ ବର୍ଷ ବର୍ଷ ଧରି ଖାଦ୍ୟ ଯୋଗାଇ ଆସୁଛନ୍ତି ।

ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ଆନ୍ଧ୍ରପ୍ରଦେଶର ଅନନ୍ତପୁର ଜିଲ୍ଲାରେ । ତେବେ କୁକୁରମାନଙ୍କୁ ଖାଦ୍ୟ ଯୋଗାଉଥିବା ବ୍ୟକ୍ତି ଜଣକ ହେଉଛନ୍ତି ଭେଙ୍କଟେଶ । ସେ କସାପୁରମ୍ ଅଞ୍ଜନାୟସ୍ବାମୀ ମନ୍ଦିର ନିକଟରେ ଥିବା ପୋଲିସ୍ ଷ୍ଟେସନରେ କନଷ୍ଟେବଳ ଭାବେ କାର୍ଯ୍ୟରତ ଅଛନ୍ତି ।

ତେବେ ସେ ଥାନାରେ ଲୋକଙ୍କ ବିଭିନ୍ନ ସମସ୍ୟାର ସମାଧାନ କରିବା ସହ 350ରୁ ଅଧିକ ଭ୍ରମଣକାରୀ କୁକୁରକୁ ଘରେ ରାନ୍ଧି ଖାଦ୍ୟ ଯୋଗାଉଛନ୍ତି । ଖାଲି ଯେ ସେ ଏକା ନୁହଁ ଏଥିରେ ମଧ୍ୟ ତାଙ୍କ ପତ୍ନୀ କୁକୁରମାନଙ୍କୁ ଖାଦ୍ୟ ପ୍ରଦାନ କରିବା ଦିଗରେ ଏକ ମାନବିକତାର ପରିଚୟ ସୃଷ୍ଟି କରିପାରିଛନ୍ତି ।

ସେପଟେ ଏହି ଘଟଣାରେ ଖାଲି ଯେ ଥାନାର କର୍ମଚାରୀ ନୁହଁ, ସମଗ୍ର ଅଞ୍ଚଳରେ ଭେଙ୍କଟେସଙ୍କ ଏହି ଉଦ୍ୟମ ପାଇଁ ଭୂରି ପ୍ରଶଂସା କରିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.