ETV Bharat / bharat

ମଧ୍ୟପ୍ରଦେଶରେ ନିୟନ୍ତ୍ରଣାଧୀନ କୋରୋନା, ହଟିବ ରବିବାର କର୍ଫ୍ୟୁ

author img

By

Published : Jun 27, 2021, 6:10 AM IST

ମଧ୍ୟ ପ୍ରଦେଶରେ ନିୟନ୍ତ୍ରଣକୁ ରହିଛି କୋଭିଡ ମକ୍ରମଣ । ରବିବାର କୋରୋନା କର୍ଫ୍ୟୁ ପ୍ରତ୍ୟାହାର ପାଇଁ ଆରମ୍ଭ ହେବ ପ୍ରକ୍ରିୟା । ଅଧିକ ପଢନ୍ତୁ...

ମଧ୍ୟପ୍ରଦେଶରେ ନିୟନ୍ତ୍ରଣରେ କୋରୋନା, ହଟିବ ରବିବାର କୋରୋନା କର୍ଫ୍ୟୁ

ଭୋପାଲ: ମଧ୍ୟପ୍ରଦେଶରେ ନିୟନ୍ତ୍ରଣକୁ ରହିଛି କୋଭିଡ ମକ୍ରମଣ । ରାଜ୍ୟର 35 ଜିଲ୍ଲାରେ ଜଣେ ମାତ୍ର କୋରୋନା ସଂକ୍ରମଣର ମାମଲା ଚିହ୍ନଟ ହୋଇନାହିଁ । ସେହିପରି ବର୍ତ୍ତମାନ ରାଜ୍ୟରେ ମୋଟ ସକ୍ରିୟ ମାମଲା 1 ହଜାର ତଳେ ରହିଛି । ସେହିପରି ରାଜ୍ୟରେ ବର୍ତ୍ତମାନ ମୋଟ ସଂକ୍ରମଣ ହାର 0.6 ପ୍ରତିଶତ ରହିଛି । ଏନେଇ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନ ସୂଚନା ଦେଇଛନ୍ତି ।

ସେହିପରି ରାଜ୍ୟର ବର୍ତ୍ତମାନ ସ୍ଥିତିକୁ ସମ୍ପୂର୍ଣ୍ଣ ନିୟନ୍ତ୍ରଣରେ ରହିଛି । ତେଣୁ ରାଜ୍ୟରେ ରବିବାର କୋରୋନା କର୍ଫ୍ୟୁର ଆବଶ୍ୟକତା ନଥିବା କଥା ମଧ୍ୟ ସେ ସ୍ପଷ୍ଟ କରିଛନ୍ତି । ତେଣୁ ରାଜ୍ୟରେ ସ୍ଥିତିକୁ ଦେଖି ରବିବାର କୋରୋନା କର୍ଫ୍ୟୁକୁ ପ୍ରତ୍ୟାହାର କରାଯିବାର ପ୍ରକ୍ରିୟା ଆରମ୍ଭ ହେବା ନେଇ ମଧ୍ୟ ମୁଖ୍ୟମନ୍ତ୍ରୀ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.