ETV Bharat / bharat

ଗୋଆରେ ଆଜିଠୁ 15 ଦିନ ଯାଏଁ କର୍ଫ୍ୟୁ ଘୋଷଣା - ଗୋଆରେ 15 ଦିନ ପାଇଁ କର୍ଫ୍ୟୁ ଘୋଷଣା

କୋରୋନା ସଂକ୍ରମଣକୁ ଦୃଷ୍ଚିରେ ରଖି ଆଜିଠୁ ଗୋଆରେ 15 ଦିନ ପାଇଁ କର୍ଫ୍ୟୁ ଘୋଷଣା କରିଛନ୍ତି ରାଜ୍ୟ ସରକାର । ଅଧିକ ପଢନ୍ତୁ...

ଗୋଆରେ 15 ଦିନ ପାଇଁ  କର୍ଫ୍ୟୁ ଘୋଷଣା
ଗୋଆରେ 15 ଦିନ ପାଇଁ କର୍ଫ୍ୟୁ ଘୋଷଣା
author img

By

Published : May 9, 2021, 11:14 AM IST

ପାଣାଜୀ: ଗୋଆରେ ବଢୁଛି କୋରୋନା ସଂକ୍ରମଣ । ଏହାକୁ ଏହାକୁ ଦୃଷ୍ଟିରେ ରଖି ଗୋଆରେ 15 ଦିନ ପାଇଁ କର୍ଫ୍ୟୁ ଘୋଷଣା କରିଛନ୍ତି ରାଜ୍ୟ ସରକାର । ଆଜିଠାରୁ ଆସନ୍ତା 24 ତାରିଖ ପର୍ଯ୍ୟନ୍ତ ରାଜ୍ୟରେ କର୍ଫ୍ୟୁ ଜାରି ରହିବ ।

ଗୋଆରେ 15 ଦିନ ପାଇଁ  କର୍ଫ୍ୟୁ ଘୋଷଣା
ଗୋଆରେ 15 ଦିନ ପାଇଁ କର୍ଫ୍ୟୁ ଘୋଷଣା

ତେବେ କର୍ଫ୍ୟୁ ସମୟରେ ଆତ୍ୟାବଶ୍ୟକ ଦୋକାନ ଗୁଡିକ ସକାଳ 7ରୁ ମଧ୍ୟାହ୍ନ 1ଟା ପର୍ଯ୍ୟନ୍ତ ଖୋଲା ରହିବ । ଏବଂ ରେଷ୍ଟୁରାଣ୍ଟ ଗୁଡିକ ସକାଳ 7ରୁ ସନ୍ଧ୍ୟା 7ଟା ପର୍ଯ୍ୟନ୍ତ ଖୋଲା ରହିବା ନେଇ ଅନୁମତି ମିଳିଛି ।

କୋରୋନାର ଦ୍ବିତୀୟ ଲହର ଏବେ ସମସ୍ତଙ୍କୁ ଆତଙ୍କିତ କରି ରଖିଥିବା ବେଳ ଦେଶର ବିଭିନ୍ନ ରାଜ୍ୟରେ ଏବେ ଲକଡାଉନ, ସଟଡାଉନ ଓ ନାଇଟ କର୍ଫ୍ୟୁ ଲାଗୁ ହୋଇଛି ।

@ANI

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.