ETV Bharat / bharat

ଭାରତରେ ଏକ ବର୍ଷରେ ନିର୍ମାଣ ହେବ 500 ବାଲାଜୀ ମନ୍ଦିର - ତିରୁମାଲା ତିରୁପତି ଦେବସ୍ଥାନମକମିଟି

ଏକ ବର୍ଷ ମଧ୍ୟରେ ଭାରତରେ 500ଟି ଭଗବାନ ବାଲାଜୀଙ୍କ ମନ୍ଦିର ନିର୍ମାଣ ହେବ, ଟିଟିଡିର ଚେୟାରମ୍ୟାନ୍ ୟୁ.ଭି ସୁବା ରେଡ୍ଡୀ । ଅଧିକ ପଢନ୍ତୁ...

୍ି
ଭାରତରେ ଏକ ବର୍ଷରେ ନିର୍ମାଣ ହେବ 500ଟି ବାଲାଜି ମନ୍ଦିର
author img

By

Published : Jun 20, 2021, 11:42 AM IST

ଅମରାବତୀ: ଏକ ବର୍ଷ ମଧ୍ୟରେ ଭାରତରେ 500ଟି ବାଲାଜୀଙ୍କ ମନ୍ଦିର ନିର୍ମାଣ ହେବ । ତିରୁମାଲା ତିରୁପତି ଦେବସ୍ଥାନମକମିଟି ତରଫରୁ ଏନେଇ ସୂଚନା ଦିଆଯାଇଛି । ଟିଟିଡିର ଚେୟାରମ୍ୟାନ୍ ୟୁ.ଭି ସୁବା ରେଡ୍ଡୀଙ୍କ କାର୍ଯ୍ୟକାଳ 2ବର୍ଷ ହୋଇଥିବା ବେଳେ ଏକ କାର୍ଯ୍ୟକ୍ରମରେ ଯୋଗ ଦେଇ ଦେଶରେ ଏକ ବର୍ଷ ମଧ୍ୟରେ 500 ମନ୍ଦିର ନିର୍ମାଣ କରାଯିବ ବୋଲି ସୂଚନା ଦେଇଛନ୍ତି ।

ସେ କହିଛନ୍ତି ଯେ ଜମ୍ମୁରୁ କନ୍ୟାକୁମାରୀ ପର୍ଯ୍ୟନ୍ତ ଭଗବାନ ବାଲାଜୀଙ୍କ ମନ୍ଦିର ମିର୍ମାଣ କରାଯାଉଛି । ଜମ୍ମୁର ମାଜିନ୍ ଗ୍ରାମ ଅଞ୍ଚଳରେ ଏକ ମନ୍ଦିର ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କରାଯାଇଛି। ସମରସଟା ଫାଉଣ୍ଡେସନ ଏବଂ ଏଣ୍ଡୋମେଣ୍ଟ ବିଭାଗ ଦୁଇ ବର୍ଷ ପୂର୍ବେ ଯୋଜନା କରିଥିଲେ କିନ୍ତୁ ମହାମାରୀ ହେତୁ ଏହା କାର୍ଯ୍ୟକାରୀ ହୋଇନଥିଲା। ରେଡ୍ଡୀ କହିଛନ୍ତି ଯେ ପଛୁଆ ଅଞ୍ଚଳରେ ମନ୍ଦିର ନିର୍ମାଣ ଏବଂ ନବୀକରଣ ପାଇଁ ଶ୍ରୀବାନ ଟ୍ରଷ୍ଟ ପାଣ୍ଠି ବ୍ୟବହାର କରାଯିବ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.