ETV Bharat / bharat

ପ୍ରଧାନମନ୍ତ୍ରୀଙ୍କ ସୁରକ୍ଷାରେ ତୃଟି ! ହେଲିକପ୍ଟର ଆଗକୁ ଛାଡିଦେଲେ କଳା ବେଲୁନ

author img

By

Published : Jul 4, 2022, 7:39 PM IST

ଆନ୍ଧ୍ରପ୍ରଦେଶ ଗସ୍ତ ସମୟରେ ପ୍ରଧାନମନ୍ତ୍ରୀଙ୍କ ସୁରକ୍ଷାରେ ବଡ ତୃଟି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସ୍ୱତନ୍ତ୍ର ହେଲିକପ୍ଟର ଆଗକୁ ଚାରି ଜଣ କଂଗ୍ରେସ କର୍ମୀ କଳା ବେଲୁନ ଛାଡି ଦେଇଥିବା ସୂଚନା ମିଳିଛି । ଅଧିକ ପଢନ୍ତୁ

ଆନ୍ଧ୍ର ପ୍ରଦେଶରେ ପ୍ରଧାନମନ୍ତ୍ରୀଙ୍କୁ କଳା ବେଲୁନ ପ୍ରଦର୍ଶନ

ହାଇଦ୍ରାବାଦ: ଆନ୍ଧ୍ରପ୍ରଦେଶ ଗସ୍ତ ସମୟରେ ପ୍ରଧାନମନ୍ତ୍ରୀଙ୍କ ସୁରକ୍ଷାରେ ବଡ ତୃଟି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସ୍ୱତନ୍ତ୍ର ହେଲିକପ୍ଟର ଆଗକୁ ଚାରି ଜଣ କଂଗ୍ରେସ କର୍ମୀ କଳା ବେଲୁନ ଛାଡି ଦେଇଥିବା ସୂଚନା ମିଳିଛି । ସୂଚନା ଅନୁଯାୟୀ ବିଜୟଓ୍ୱାଡା ଗନ୍ନାଭରମ ଏୟାରପୋର୍ଟରେ ଯେତେବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ହେଲିକପ୍ଟର ଉଡାଣ ଭରୁଥିଲା ସେତେବେଳେ ଚାରି ଜଣ କଂଗ୍ରେସ କର୍ମୀ କଳା ବେଲୁନ ଛାଡିଦେଇଥିଲେ । କଳା ବେଲୁନ ଛାଡିଥିବା ଚାରି କଂଗ୍ରେସ କର୍ମୀଙ୍କୁ ପୋଲିସ ଗିରଫ କରିଛି ।

  • #WATCH | A Congress worker released black balloons moments after PM Modi's chopper took off, during his visit to Andhra Pradesh.

    (Source: unverified) pic.twitter.com/ZYRlAyUcZK

    — ANI (@ANI) July 4, 2022 " class="align-text-top noRightClick twitterSection" data=" ">

ଗନ୍ନାଭରମ ଏୟାରପୋର୍ଟରେ ପ୍ରଧାନମନ୍ତ୍ରୀଙ୍କ ହେଲିକପ୍ଟର ଉଡାଣ ଭରିବାର 5 ମିନିଟ ପରେ ସୁରାମପଲ୍ଲୀ ଅଞ୍ଚଳ ନିକଟରେ କଳା ବେଲୁନ ଛାଡିଥିଲେ । ଅର୍ଦ୍ଧ ନିର୍ମିତ ଆପାର୍ଟମେଣ୍ଟରୁ ସେମାନେ ହେଲିକପ୍ଟର ଅଭିମୁଖେ କଳା ବେଲୁନକୁ ଉଡାଇ ଥିଲେ ବୋଲି କ୍ରିଷ୍ଣା ଜିଲ୍ଲାର ଏସପି ସିଦ୍ଧାର୍ଥ କୌଶଲ ସୂଚନା ଦେଇଛନ୍ତି । ତେବେ ଚାରି କଂଗ୍ରେସ କର୍ମୀଙ୍କୁ ତୁରନ୍ତ ଗିରଫ କରିଛି ପୋଲିସ ।

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.