ETV Bharat / bharat

ବିକ୍ଷୋଭ ବେଳେ କଂଗ୍ରେସ କର୍ମୀ-ପୋଲିସ ମୁହାଁମୁହିଁ, ଆନ୍ଦୋଳନକାରୀ ଅଟକ

ପେଟ୍ରୋଲ, ଡିଜେଲ ଦରବୃଦ୍ଧି ନେଇ ଗଂଗ୍ରେସ କର୍ମୀମାନେ ବିକ୍ଷୋଭ ପ୍ରଦର୍ଶନ କରିବା ସହ ରାଜ୍ୟପାଳଙ୍କ ବାସଭବନ ଆଡକୁ ଯାଉଥିବା ବେଳେ ଅଟକ ରଖିଛି ପୋଲିସ । ଅଧିକ ପଢନ୍ତୁ...

author img

By

Published : Jul 16, 2021, 7:57 PM IST

Updated : Jul 16, 2021, 8:16 PM IST

ବିକ୍ଷୋଭ ବେଳେ କଂଗ୍ରେସ କର୍ମୀ-ପୋଲିସ ମୁହାଁମୁହିଁ, ଆନ୍ଦୋଳନକାରୀ ଅଟକ
ବିକ୍ଷୋଭ ବେଳେ କଂଗ୍ରେସ କର୍ମୀ-ପୋଲିସ ମୁହାଁମୁହିଁ, ଆନ୍ଦୋଳନକାରୀ ଅଟକ

ହାଇଦ୍ରାବାଦ: ରାଜ୍ୟରେ ପେଟ୍ରୋଲ, ଡିଜେଲର ଦରବୃଦ୍ଧି ଯୋଗୁଁ ସହରର ବିଭିନ୍ନ ସ୍ଥାନରେ ଆନ୍ଦୋଳନ ଜାରି ରଖିଛନ୍ତି କଂଗ୍ରେସ କର୍ମୀ । ବିକ୍ଷୋଭ ପ୍ରଦର୍ଶନ ବେଳେ କର୍ମୀମାନେ ପୋଲିସ ଗାଡିକୁ ଟଣା ଓଟରା କରିଥିବା ନେଇ ନଜରକୁ ଆସିଛି । ଆଉ ଏହି ସମୟରେ କଂଗ୍ରେସ କର୍ମୀଙ୍କ ସହ ପୋଲିସର ଧସ୍ତାଧସ୍ତି ମଧ୍ୟ ହୋଇଥିଲା ।

ବିକ୍ଷୋଭ ପ୍ରଦର୍ଶନ ସମୟରେ ବେଶ୍ କିଛି ସମୟ ଧରି ପୋଲିସ ସମେତ କର୍ମୀମାନଙ୍କ ମଧ୍ୟରେ ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହୋଇଥିଲା । ଏନେଇ ଶତାଧିକ କଂଗ୍ରେସ କର୍ମୀଙ୍କ ସମେତ ନେତାମାନେ ରାଜରାସ୍ତାରେ ବିକ୍ଷୋଭ ପ୍ରଦର୍ଶନ କରିବା ସହ ରାଜ୍ୟପାଳଙ୍କୁ ଦାବି ପତ୍ର ପ୍ରଦାନ ନେଇ ରାଜଭବନ ଆଡକୁ ଯାଉଥିବା ବେଳେ ଅଟକ ରଖିଛି ପୋଲିସ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Jul 16, 2021, 8:16 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.