ETV Bharat / bharat

PM Modis Mother hospitalised: ଆଶୁ ଆରୋଗ୍ୟ କାମନା କଲେ ରାହୁଲ ଗାନ୍ଧୀ

author img

By

Published : Dec 28, 2022, 3:53 PM IST

ପ୍ରଧାନମନ୍ତ୍ରୀଙ୍କ ମା’ ହୀରାବେନ ଅସୁସ୍ଥ (PM Modis mother Heeraben)। ଆଶୁଆରୋଗ୍ୟ କାମନା କରି ଟ୍ବିଟ କଲେ କଂଗ୍ରେସ ନେତା ରାହୁଲ ଗାନ୍ଧୀ । ଅହମ୍ମଦାବାଦର ଏକ ହସ୍ପିଟାଲରେ ଜାରି ରହିଛି ହୀରାବେନଙ୍କ ଚିକିତ୍ସା । ଅଧିକ ପଢନ୍ତୁ

PM Modis mother hospitalised: ଆଶୁଆରୋଗ୍ୟ କାମନା କଲେ ରାହୁଲ ଗାନ୍ଧୀ

ହାଇଦ୍ରାବାଦ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ମା’ ହୀରାବେନ୍‌ ଅସୁସ୍ଥ ହୋଇ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି । ତାଙ୍କ ଆଶୁଆରୋଗ୍ୟ କାମନା କରିଛନ୍ତି କଂଗ୍ରେସ ନେତା ରାହୁଲ ଗାନ୍ଧୀ (Rahul Gandhi wishes a speedy recovery to PM mother)। ରାହୁଲ ଏପରି କଠିନ ସମୟରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ପ୍ରତି ତାଙ୍କର ନୈତିକ ସମର୍ଥନ ରହଥିବା କହିବା ସହ ମା’ ହୀରାବେନଙ୍କ ଆଶୁଆରୋଗ୍ୟ କାମନା କରି ଟ୍ବିଟ କରିଛନ୍ତି ।

  • एक मां और बेटे के बीच का प्यार अनन्त और अनमोल होता है।

    मोदी जी, इस कठिन समय में मेरा प्यार और समर्थन आपके साथ है। मैं आशा करता हूं आपकी माताजी जल्द से जल्द स्वस्थ हो जाएं।

    — Rahul Gandhi (@RahulGandhi) December 28, 2022 " class="align-text-top noRightClick twitterSection" data=" ">

ରାହୁଲ ଟ୍ବିଟରେ ଲେଖିଛନ୍ତି, ‘‘ମା ଓ ପୁଅ ମଧ୍ୟରେ ମଧ୍ୟରେ ଥିବା ସମ୍ପର୍କ ଅସୀମ ଅମୂଲ୍ୟ । ଏପରି କଠିନ ସମୟରେ ମୁଁ ମୋଦିଜୀଙ୍କ ସହ ରହିଛି । ମୋ ଶ୍ରଦ୍ଧା ଓ ସମର୍ଥନ ମୋଦିଜୀଙ୍କ ସହ ରହିଛି । ଆପଣଙ୍କ ମା’ ଖୁବଶୀଘ୍ର ସୁସ୍ଥ ହୋଇ ଫେରିବା ନେଇ ମୁଁ ଆଶାବାଦୀ (Rahul Gandhi wishes a speedy recovery to PM mother)।’’

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଶତାୟୁ ମା’ ହୀରାବେନ (PM Modis mother Heeraben) ଗତକାଲି ରାତିରୁ ଅସୁସ୍ଥ ହୋଇପଡିଛନ୍ତି । ତାଙ୍କଠାରେ ସ୍ବାସ୍ଥ୍ୟଗତ ସମସ୍ୟା ଦେଖାଯିବା ପରେ ତାଙ୍କୁ ତୁରନ୍ତ ଅହମ୍ମଦାବାଦର ଏକ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ତାଙ୍କର ଚିକିତ୍ସା ଜାରି ରହିଛି । ବର୍ତ୍ତମାନ ତାଙ୍କ ସ୍ବାସ୍ଥ୍ୟବସ୍ଥା ସ୍ଥିର ଥିବା ମଧ୍ୟ ସୂଚନା ମିଳିଥିବା ବେଳେ ଏକ ଡାକ୍ତରୀ ଟିମ ତାଙ୍କ ଚିକିତ୍ସା ଜାରି ରଖିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.