ETV Bharat / bharat

‘ରାହୁଲ ଯଦି ଗୋଆର ପୋଲ ଇନଚାର୍ଜ ହେବେ କଂଗ୍ରେସର ପରାଜୟ ସୁନିଶ୍ଚିତ’

ଗୋଆ ୟୁନିଟର ମୁଖ୍ୟ ସଦାନନ୍ଦ ଶେଟ କହିଛନ୍ତି ଯେ, ଯଦି ରାହୁଲଗାନ୍ଧୀ ଏହି ଦାୟିତ୍ବ ଗ୍ରହଣ କରିଥାନ୍ତେ ତେବେ ମଧ୍ୟ ଉପକୂଳବର୍ତ୍ତୀ ରାଜ୍ୟରେ ହେବାକୁ ଥିବା ବିଧାନସଭା ନିର୍ବାଚନରେ ​​ଦଳ ଜିତିବ ନାହିଁ । ଅଧିକ ପଢନ୍ତୁ...

ଯଦି ରାହୁଲ ଗାନ୍ଧୀ ଗୋଆର ପୋଲ ଇନଚାର୍ଯ ହୁଅନ୍ତି ତେବେ କଂଗ୍ରେସ ହାରିଯିବ: ବିଜେପି ନେତା

author img

By

Published : Aug 13, 2021, 10:14 AM IST

ପାନାଜୀ: ଆଗକୁ ଆସୁଛି ବିଧାନସଭା ନିର୍ବାଚନ । ୨୦୨୨ରେ ଦେଶରେ ୭ଟି ରାଜ୍ୟ ଗୋଆ, ମଣିପୁର, ପଞ୍ଜାବ, ଉତ୍ତରପ୍ରଦେଶ, ଉତ୍ତରାଖଣ୍ଡ, ହିମାଚଳପ୍ରଦେଶ, ଓ ଗୁଜୁରାଟରେରେ ହେବ ବିଧାନସଭା ନିର୍ବାଚନ । ଏନେଇ ବିଭିନ୍ନ ରାଜନୈଟିକ ଦଳ ନିର୍ବାଚନ ଲଢିବା ପାଇଁ କସରତ ଆରମ୍ଭ କଲେଣି । ଏହାରି ମଧ୍ୟରେ ଗୋଆରେ ହେବାକୁ ଥିବା ବିଧାନସଭା ନିର୍ବାଚନ ପାଇଁ ପି ଚିଦାମ୍ବରମଙ୍କୁ ଏହାର ବରିଷ୍ଠ ନିର୍ବାଚନ ପର୍ଯ୍ୟବେକ୍ଷକ ଭାବେ କଂଗ୍ରେସ ନିଯୁକ୍ତ କରିଛି । ପି ଚିଦାମ୍ବରମଙ୍କୁ ନିଯୁକ୍ତ ପରେ ମୁହଁ ଖୋଲିଛି ବିଜେପି ।

ଗତକାଲି ବିଜେପିର ଗୋଆ ୟୁନିଟର ମୁଖ୍ୟ ସଦାନନ୍ଦ ଶେଟ କହିଛନ୍ତି ଯେ, ଯଦି ରାହୁଲଗାନ୍ଧୀ ଏହି ଦାୟିତ୍ବ ଗ୍ରହଣ କରିଥାନ୍ତେ ତେବେ ମଧ୍ୟ ଉପକୂଳବର୍ତ୍ତୀ ରାଜ୍ୟରେ ହେବାକୁ ଥିବା ବିଧାନସଭା ନିର୍ବାଚନରେ ​​ଦଳ ଜିତିବ ନାହିଁ । ମୁଁ ଶୁଣିଛି ଯେ ନିର୍ବାଚନ ରଣନୀତି ସ୍ଥିର କରିବାକୁ କଂଗ୍ରେସ ଚିଦାମ୍ବରମଙ୍କୁ ଗୋଆର ଦାୟିତ୍ୱରେ ନିଯୁକ୍ତ କରିଛି । ଯଦିଓ ସେମାନେ ରାହୁଲ ଗାନ୍ଧୀଙ୍କୁ ଦାୟିତ୍ୱରେ ରଖନ୍ତି, ତେବେ ସେମାନେ ନିର୍ବାଚନରେ ​​ଜିତିବେ ନାହିଁ ବୋଲି ସେ କହିଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.