ETV Bharat / bharat

ଆଜି ସୋନିଆଙ୍କୁ ଭେଟିବେ ସିଦ୍ଧୁ

author img

By

Published : Jul 16, 2021, 12:44 PM IST

2022ରେ ପଞ୍ଜାବ ବିଧାନସବା ନିର୍ବାଚନ । ଆଜି କଂଗ୍ରେସ ଅଧକ୍ଷା ସୋନିଆ ଗାନ୍ଧୀଙ୍କୁ ଭେଟିବେ ନବଜୋତ ସିଂ ସିନ୍ଧୁ ।

ଆଜି ସୋନିଆ ଗାନ୍ଧୀଙ୍କୁ ଭେଟିବେ  ନବଜୋତ ସିଂ ସିଦ୍ଧୁ

ନୂଆଦିଲ୍ଲୀ: 2022ରେ ପଞ୍ଜାବ ବିଧାନସବା ନିର୍ବାଚନ । କିନ୍ତୁ ଏହା ପୂର୍ବରୁ ପଞ୍ଜାବ କଂଗ୍ରେସରେ ହଟଚମଟ ସୃଷ୍ଟି ହୋଇଛି । ପଞ୍ଜାବର ସିଏମ କ୍ୟାପଟେନ ଅମରିନ୍ଦର ସିଂ ଏବଂ କଂଗ୍ରେସ ବିଧାୟକ ନବଜୋତ ସିଂ ସିଦ୍ଧୁଙ୍କ ମଧ୍ୟରେ କଳହ ଲାଗି ରହିଛି । ଏହାପୂର୍ବରୁ ପଞ୍ଜାବର କଂଗ୍ରେସ ପ୍ରଭାରି ହରିଶ ରାଓ୍ବତ ଏକ ଘରୋଇ ଚ୍ୟାନେଲକୁ ଦେଇଥିବା ଏକ ସାକ୍ଷାତକାରରେ କହିଛନ୍ତି ଯେ ସିଦ୍ଧୁ ପଞ୍ଜାବ କଂଗ୍ରେସର ସଭାପତି ହୋଇପାରନ୍ତି ।

  • Congress leader Navjot Singh Sidhu to come to Delhi today. He will meet the party's interim president Sonia Gandhi at her residence. Party's general secretary in-charge of Punjab, Harish Rawat will also meet her along with Sidhu.

    (File photos) pic.twitter.com/7VUggoHQCI

    — ANI (@ANI) July 16, 2021 " class="align-text-top noRightClick twitterSection" data=" ">

ତେବେ ଆଜି କଂଗ୍ରେସ ହାଇକମାଣ୍ଡ ସିନ୍ଧୁଙ୍କୁ ଦିଲ୍ଲୀ ଡକାଇଥିବା ସୂଚନା ମିଳିଛି । ଅଧ୍ୟକ୍ଷା ସୋନିଆ ଗାନ୍ଧୀଙ୍କୁ ତାଙ୍କ ବାସ ଭବନରେ ଭେଟିବାର ମଧ୍ୟ କାର୍ଯ୍ୟକ୍ରମ ରହିଛି ।

ଏହା ପୂର୍ବରୁ ଗତକାଲି କ୍ୟାପଟେନ ଅମରିନ୍ଦର ସିଂ ଏକ ବୈଠକ ଡାକିଥିଲେ । ଏହାପରେ ନବଜୋତ ସିଂ ସିନ୍ଧୁ ମଧ୍ୟ ତାଙ୍କ ସମର୍ଥକଙ୍କ ସହ ଏକ ବୈଠକ କରିଥିଲେ । ଏହା ସହ ଉଭୟ ଗୋଷ୍ଠୀ ମଧ୍ୟରେ ପୋଷ୍ଟର ଯୁଦ୍ଧ ମଧ୍ୟ ଚାଲିଛି । ଏବଂ ବିବାଦ ମଧ୍ୟରେ ନବଜୋତ ସିଂ ସିନ୍ଧୁ ପୁଣିଥରେ ଦିଲ୍ଲୀ ଆସୁଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.