ETV Bharat / bharat

CM Yogi Cabinet Decision: ୟୁପିରେ ପୁଣି ୩ ମାସ ଯାଏଁ ମାଗଣା ରାସନ

author img

By

Published : Mar 26, 2022, 5:12 PM IST

ଦ୍ବିତୀୟ ଥର ପାଇଁ ୟୁପି ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବା ପରେ ଆଜି(ଶନିବାର) ବସିଥିଲା ଯୋଗୀଙ୍କ ପ୍ରଥମ କ୍ୟାବିନେଟ ବୈଠକ । ବୈଠକ ପରେ ମୁଖ୍ୟମନ୍ତ୍ରୀ ଯୋଗୀ ଘୋଷଣା କରି କହିଛନ୍ତି ରାଜ୍ୟର ୧୫ କୋଟି ଗରିବ ହିତାଧିକାରୀଙ୍କୁ ଆସନ୍ତା ୩ ମାସ ପର୍ଯ୍ୟନ୍ତ ମାଗଣରେ ରାସନ ଦିଆଯିବ । ଅଧିକ ପଢନ୍ତୁ

CM Yogi
CM Yogi

ଲକ୍ଷ୍ନୌ: ଦ୍ବିତୀୟ ଥର ପାଇଁ ୟୁପି ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବା ପରେ ଆଜି(ଶନିବାର) ବସିଥିଲା ଯୋଗୀଙ୍କ ପ୍ରଥମ କ୍ୟାବିନେଟ ବୈଠକ । ବୈଠକ ପରେ ମୁଖ୍ୟମନ୍ତ୍ରୀ ଯୋଗୀ ଘୋଷଣା କରି କହିଛନ୍ତି ରାଜ୍ୟର ୧୫ କୋଟି ଗରିବ ହିତାଧିକାରୀଙ୍କୁ ଆସନ୍ତା ୩ ମାସ ପର୍ଯ୍ୟନ୍ତ ମାଗଣାରେ ରାସନ ଦିଆଯିବ ।

  • उत्तर प्रदेश में लोक कल्याण हेतु संचालित 'निःशुल्क राशन वितरण' को अगले तीन माह तक और बढ़ाने का निर्णय आपकी सरकार ने लिया है।

    — Yogi Adityanath (@myogiadityanath) March 26, 2022 " class="align-text-top noRightClick twitterSection" data=" ">

ମୁଖ୍ୟମନ୍ତ୍ରୀ ଯୋଗୀ କହିଛନ୍ତି କୋରୋନା ସଂକଟ ବେଳେ ପ୍ରଧାନମନ୍ତ୍ରୀ ଅନ୍ନ ଯୋଜନା ଆରମ୍ଭ ହୋଇଥିଲା । ଯେଉଁଥିରେ ଦେଶର ୮୦ କୋଟି ଜନତାଙ୍କୁ ମାଗଣାରେ ରାସନ ଯୋଗାଇ ଦିଆଯାଉଛି । ଯାହା ଜାତୀୟ ସ୍ତରରେ ଚଳିତ ମାସ ଶେଷ ହୋଇପାରେ । କିନ୍ତୁ ୟୁପିରେ ଏହା ଆସନ୍ତା ୩ ମାସ(ଏପ୍ରିଲ,ମେ ଓ ଜୁନ) ପର୍ଯ୍ୟନ୍ତ ଯୋଗୀ ସରକାର ଆଜି ବୃଦ୍ଧି କରିଛନ୍ତି । ଯୋଗୀ ଆହୁରି କହିଛନ୍ତି ଚାଉଳ ଗହମ ବ୍ୟତୀତ ଏକ କିଲୋଗ୍ରାମ ଲୁଣ, ଚିନି, ଡାଲି ଓ ଏକ ଲିଟର ତେଲ ମଧ୍ୟ ପ୍ରଦାନ କରାଯିବ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.