ETV Bharat / bharat

ଆଜି କେରଳ ଗସ୍ତରେ ଯିବେ ଯୋଗୀ ଆଦିତ୍ୟନାଥ

ଦଳକୁ ମଜବୁତ କରିବା ପାଇଁ ପୁଣି ଥରେ କେରଳ ଗସ୍ତରେ ଯିବେ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ । ଅଧିକ ପଢନ୍ତୁ...

author img

By

Published : Feb 21, 2021, 9:38 AM IST

କେରଳ ଗସ୍ତରେ ଯିବେ ଯୋଗୀ ଆଦିତ୍ୟନାଥ
କେରଳ ଗସ୍ତରେ ଯିବେ ଯୋଗୀ ଆଦିତ୍ୟନାଥ

ଲକ୍ଷ୍ନୌ: ଆଜି କେରଳ ଗସ୍ତରେ ଯିବେ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ । ଭାରତୀୟ ଜନତା ପାର୍ଟିର ପ୍ରମୁଖ ନେତାମାନଙ୍କ ମଧ୍ୟରେ ଥିବା ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଦଳକୁ ମଜବୁତ କରିବା ପାଇଁ ପୁଣି ଥରେ କେରଳ ଗସ୍ତରେ ଯିବେ । ଦଳର ଲୋକପ୍ରିୟ ନେତାମାନଙ୍କ ମଧ୍ୟରୁ ଯୋଗୀ ଆଦିତ୍ୟନାଥ ଅନ୍ୟତମ।

ଆଜି ଦିନ 12ଟା20ରୁ ରାତି 11ଟା ପର୍ଯ୍ୟନ୍ତ କେରଳ ଭ୍ରମଣରେ ରହିବେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ । ଏହି ଗସ୍ତରେ ତାଙ୍କର ଅନେକ କାର୍ଯ୍ୟକ୍ରମ ରହିଛି । କେରଳ ଗସ୍ତ କରିବା ପୂର୍ବରୁ ଯୋଗୀ ଆଦିତ୍ୟନାଥ ତାଙ୍କ ସରକାରୀ କାର୍ଯ୍ୟଳୟରେ ଜେଇ ଟୀକାକରଣର ଶୁଭାରମ୍ଭ କରିବେ । ଏହା ପରେ ଜଳସେଚନ ବିଭାଗର ବିଭିନ୍ନ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କରିବେ । ଏହା ପରେ ସେ କେରଳ ଗସ୍ତ କରିବେ ।

ପୂର୍ବରୁ ହୋଇଥିବା ଅନେକ ନିର୍ବାଚନରେ ଯୋଗୀ ଆଦିତ୍ୟନାଥଙ୍କ ବୈଠକର ଦାବି ରହିଛି । ବହୁ ସଂଖ୍ୟକ ଜନ ପ୍ରତିନିଧି ସଭା କରିବାକୁ ଦଳର ନେତାଙ୍କୁ ଦାବି କରିଛନ୍ତି । ଏହା ଉପରେ ମୁ୍ଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ପାର୍ଟି ପକ୍ଷରୁ ବିଭିନ୍ନ ରାଜ୍ୟରେ ବୈଠକ କରିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.