ETV Bharat / bharat

ବୈଠକ ଅଧାରରୁ ଅଚେତ ହୋଇପଡିଲେ ଗୁଜୁରାଟ ମୁଖ୍ୟମନ୍ତ୍ରୀ ବିଜୟ ରୁପାନୀ

author img

By

Published : Feb 14, 2021, 10:36 PM IST

ଭଦୋଦରାରର ଏକ ବୈଠକକୁ ସମ୍ବୋଧିତ କରିବା ସମୟରେ ଅଚାନକ ଅଚେତ ହୋଇଯିବା ସହ ମଞ୍ଚ ଉପରେ ପଡିଯାଇଥିଲେ ମୁଖ୍ୟମନ୍ତ୍ରୀ ବିଜୟ ରୁପାନୀ । ଅଧିକ ପଢନ୍ତୁ...

ବୈଠକ ଅଧାରରୁ ଅଚେତ ହୋଇପଡିଲେ ଗୁଜୁରାଟ ମୁଖ୍ୟମନ୍ତ୍ରୀ ବିଜୟ ରୁପାନୀ
ବୈଠକ ଅଧାରରୁ ଅଚେତ ହୋଇପଡିଲେ ଗୁଜୁରାଟ ମୁଖ୍ୟମନ୍ତ୍ରୀ ବିଜୟ ରୁପାନୀ

ଗାନ୍ଧୀନଗର: ଗୁଜୁରାଟ ମୁଖ୍ୟମନ୍ତ୍ରୀ ବିଜୟ ରୁପାନୀ ଅସୁସ୍ଥ ଥିବା ନେଇ ଖବର ସାମ୍ନାକୁ ଆସିଛି । ଭଦୋଦରାରର ଏକ ବୈଠକକୁ ସମ୍ବୋଧିତ କରିବା ସମୟରେ ଅଚାନକ ଅଚେତ ହୋଇଯିବା ସହ ମଞ୍ଚ ଉପରେ ପଡିଯାଇଥିଲେ ମୁଖ୍ୟମନ୍ତ୍ରୀ ରୁପାନୀ ।

ବୈଠକ ଅଧାରୁ ଅଚେତ ହୋଇପଡିବା ପରେ ସଙ୍ଗେସଙ୍ଗେ ମୁଖ୍ୟମନ୍ତ୍ରୀ ବିଜୟ ରୁପାନୀଙ୍କୁ ଡାକ୍ତରଖାନା ନିଆଯାଇଥିଲା । ପ୍ରାଥମିକ ଚିକିତ୍ସା ପରେ ସେ ସୁସ୍ଥ ଥିବା ଡାକ୍ତର ସୂଚନା ଦେଇଛନ୍ତି । ତେବେ ନିମ୍ନ ରକ୍ତଚାପ ଯୋଗୁଁ ଏପରି ହୋଇଥିବା କୁହାଯାଉଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.