ETV Bharat / bharat

TMC ଘୋଷଣା ପତ୍ର ଜାରି, ପ୍ରତିଶ୍ରୁତିର ପେଡି ଖୋଲିଲେ ଦିଦି - ତୃଣମୂଳ କଂଗ୍ରେସ ଘୋଷଣା ପତ୍ର

ବିଧାନସଭା ନିର୍ବାଚନ ପୂର୍ବରୁ ନିଜର ଘୋଷଣା ପତ୍ର ଜାରି କରିଛି ତୃଣମୂଳ କଂଗ୍ରେସ । ଏହି ଘୋଷଣା ପତ୍ର ମା', ମାଟି, ମାନୁଷ ପାଇଁ ବୋଲି କହିଛନ୍ତି ଦିଦି । ଅଧିକ ପଢନ୍ତୁ...

TMC ଘୋଷଣା ପତ୍ର ଜାରି, ପ୍ରତିଶ୍ରୁତିର ପେଡି ଖୋଲିଲେ ଦିଦି

author img

By

Published : Mar 17, 2021, 6:37 PM IST

Updated : Mar 17, 2021, 6:57 PM IST

କୋଲକାତା: ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ପୂର୍ବରୁ ନିଜର ଘୋଷଣା ପତ୍ର ଜାରି କରିଛି ତୃଣମୂଳ କଂଗ୍ରେସ । ଘୋଷଣା ପତ୍ର ଜାରି କରି ନିଜ ପିଠି ନିଜେ ଥାପୁଡାଇଛନ୍ତି ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ । ମମତା କହିଛନ୍ତି, ଲକଡାଉନ ସମୟରେ ଆମେ ପଶ୍ଚିମବଙ୍ଗ ଜନସାଧାରଣଙ୍କ ଖାଦ୍ୟପେୟର ବ୍ୟବସ୍ଥା କରିଥିଲୁ । ସମସ୍ତଙ୍କ ଧ୍ୟାନ ରଖିଥିଲୁ । ଟିଏମସି ସରକାରର ଶାସନରେ ଲୋକଙ୍କ ଆୟ ବୃଦ୍ଧି ହୋଇଥିବା କହିଛନ୍ତି ମମତା ।

ମମତା ବାନାର୍ଜୀ କହିଛନ୍ତି, ଆମ ସରକାର ଲୋକଙ୍କୁ ରୋଜଗାର ଦେଇଛି । ମୁଁ ମୋର ସମ୍ପୂର୍ଣ୍ଣ ଜୀବନ ମାତୃଭୂମି ସେବାରେ ସମର୍ପିତ କରିଛି । ମୁଁ ବଙ୍ଗର ଝିଅ ଆଉ ଏହି ଘୋଷଣା ପତ୍ର ମା', ମାଟି, ମାନୁଷ ପାଇଁ ବୋଲି କହିଛନ୍ତି ଦିଦି ।

TMC ଘୋଷଣା ପତ୍ରରେ ପ୍ରତିଶ୍ରୁତି

  • ମେ ମାସରୁ ବିଧବା ମହିଳାଙ୍କ ପାଇଁ 1 ହଜାର ଟଙ୍କା
  • ଘରେ ଘରେ ପହଞ୍ଚିବ ରାସନ
  • ଅନୁସୂଚିତ ଜାତି ବର୍ଗଙ୍କୁ ବାର୍ଷିକ 12 ହଜାର ଟଙ୍କା
  • ଛାତ୍ରଙ୍କ ପାଇଁ କ୍ରେଡିଟକାର୍ଡ
  • 1 ବର୍ଷରେ 5 ଲକ୍ଷ ନିଯୁକ୍ତି ସୁଯୋଗ
  • 68 ଲକ୍ଷ ଚାଷୀଙ୍କ ମିଳିବ ସହାୟତା

Last Updated : Mar 17, 2021, 6:57 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.