ETV Bharat / bharat

Amarnath cloudburst: ଅମରନାଥ ବନ୍ୟାରେ ୧୩ ମୃତ, ୪୦ ନିଖୋଜ

ଅମରନାଥରେ ବାଦଲ ଫଟା ବର୍ଷା ପରେ ଅଚାନକ ବନ୍ୟା ଆସିଛି । ଏଥିରେ ୧୩ ଜଣ ଯାତ୍ରୀଙ୍କ ମୃତ୍ୟୁ ଘଟିଥିବାବେଳେ ୪୦ ନିଖୋଜ ଅଛନ୍ତି । ଅଧିକ ପଢନ୍ତୁ

Amarnath cloudburst: ଅମରନାଥ ବନ୍ୟାରେ ୧୦ ମୃତ, ୪୦ ନିଖୋଜ

author img

By

Published : Jul 8, 2022, 8:51 PM IST

Updated : Jul 8, 2022, 10:50 PM IST

ଶ୍ରୀନଗର: ପବିତ୍ର ଅମରନାଥ ଗୁମ୍ଫା ନିକଟରେ ବାଦଲଫଟା ବର୍ଷା ଯୋଗୁଁ କୃତ୍ରିମ ବନ୍ୟା ଆସିଛି । ଏଥିରେ ୧୩ ଜଣଙ୍କ ମୃତ୍ୟୁ ଘଟିଛି ଏବଂ ଅନେକ ଲୋକ ନିଖୋଜ ଅଛନ୍ତି । ବନ୍ୟାରେ କିଛି ତୀର୍ଥଯାତ୍ରୀ ଶିବିର ଭାସି ଯାଇଥିବା ସୂଚନା ମିଳିଛି । ବର୍ତ୍ତମାନ ସେଠାରେ ଉଦ୍ଧାର କାର୍ଯ୍ୟ ଜାରି ରହିଛି । ଏହି ଘଟଣା ପରେ ଅମରନାଥ ଯାତ୍ରାକୁ ସାମୟିକ ଭାବେ ସ୍ଥଗିତ ରଖାଯାଇଛି ।

Amarnath cloudburst: ଅମରନାଥ ବନ୍ୟାରେ ୧୦ ମୃତ, ୪୦ ନିଖୋଜ
  • ହଠାତ୍ ବାଦଲ ଫଟା ବର୍ଷା ଯୋଗୁଁ ଅଘଟଣ, ୧୦ ଯାତ୍ରୀଙ୍କ ମୃତ୍ୟୁ
  • ଅମରନାଥ ଗୁମ୍ଫା ପାଖରେ ଫାଟିଲା ବାଦଲ, NDRF, SDRF ଓ ITBP ଟିମ୍ ପକ୍ଷରୁ ଉଦ୍ଧାର କାର୍ଯ୍ୟ ଜାରି
  • ପ୍ରଖର ପାଣି ସ୍ରୋତରେ କିଛି ଯାତ୍ରୀ ଭାସିଯାଇଥିବା ସୂଚନା
  • ପବିତ୍ର ଅମରନାଥ ଗୁମ୍ଫା ନିକଟରେ ବାଦଲ ଫଟା ବର୍ଷା ଯୋଗୁଁ ୫ ଜଣଙ୍କ ମୃତ୍ୟୁ ଘଟିଥିବା ସୂଚନା
  • ପ୍ରବଳ ବର୍ଷାରେ କିଛି ଲୋକ ନିଖୋଜ ଥିବା ମଧ୍ୟ ସୂଚନା
  • କିଛି ତୀର୍ଥଯାତ୍ରୀ ଶିବିର ଭାସି ଯାଇଥିବା ସୂଚନା, ଉଦ୍ଧାର କାର୍ଯ୍ୟ ଜାରି

Last Updated : Jul 8, 2022, 10:50 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.