ETV Bharat / bharat

ସଙ୍କଟ ସମୟରେ କଣ୍ଟା ସାଜିଲା ଚୀନ, ଭାରତକୁ ମେଡିକାଲ ଉପକରଣ ପହଞ୍ଚାଉଥିବା ବିମାନ ଉପରେ ରୋକ

ଭାରତକୁ ମେଡିକାଲ ଉପକରଣ ପହଞ୍ଚାଉଥିବା ବିମାନକୁ ଅଟକାଇ ରଖିଛି ଚୀନର ସରକାରୀ ଏୟାରଲାଇନ୍ସ । ଅଧିକ ପଢନ୍ତୁ...

ସଙ୍କଟ ସମୟରେ କଣ୍ଟା ସାଜିଲା ଚୀନ, ଭାରତକୁ ମେଡିକାଲ ଉପକରଣ ପହଞ୍ଚାଉଥିବା ବିମାନ ଉପରେ ରୋକ
ସଙ୍କଟ ସମୟରେ କଣ୍ଟା ସାଜିଲା ଚୀନ, ଭାରତକୁ ମେଡିକାଲ ଉପକରଣ ପହଞ୍ଚାଉଥିବା ବିମାନ ଉପରେ ରୋକ
author img

By

Published : Apr 26, 2021, 6:20 PM IST

ବେଜିଂ: କୋରୋନା ସଙ୍କଟ ସମୟରେ ଭାରତ ଆଗରେ କଣ୍ଟା ସାଜିଲା ଚୀନ । ଭାରତକୁ ମେଡିକାଲ ଉପକରଣ ପହଞ୍ଚାଉଥିବା ବିମାନକୁ ଅଟକାଇ ରଖିଛି ଚୀନର ସରକାରୀ ଏୟାରଲାଇନ୍ସ ।

ଚୀନ ସରକାରୀ ସିଚୁଆନ ଏୟାରଲାଇନ୍ସ ଭାରତକୁ ଉଡାଣ ଭରିବାକୁ ଥିବା ସମସ୍ତ କାର୍ଗୋ ବିମାନକୁ ଆଗାମୀ 15 ଦିନ ପର୍ଯ୍ୟନ୍ତ ସ୍ଥଗିତ କରିଦେଇଛି । ଏହା ଫଳରେ ଅତ୍ୟାବଶ୍ୟକୀୟ ଅକ୍ସିଜେନ କନସେନଟ୍ରେଟ ଓ ଅନ୍ୟ ମେଡିକାଲ ଉପକରଣ ଭାରତ ଆଣିବାରେ ବାଧା ଉପୁଜିଛି ।

ସିଚୁଆନ ଏୟାରଲାଇନ୍ସର ଅଂଶ ସିଚୁଆନ ଚୁଆନହାଙ୍ଗ ଲଜିଷ୍ଟିକ କର୍ପୋରେସନ ଲିମିଟେଡ ପକ୍ଷରୁ ଜାରି କରାଯାଇଥିବା ଚିଠିରେ କୁହାଯାଇଛି ଯେ ସିୟାନ-ଦିଲ୍ଲୀ ସମେତ 6ଟି ରୁଟରେ ଏୟାରଲାଇନ୍ସ ଏହାର କାର୍ଗୋ ସେବାକୁ ସ୍ଥଗିତ ରଖିଛି।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.